ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫ ।

0 1,021

ଭୁବନେଶ୍ବର,ତା-୨୪/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୫୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୨,୬୪୮, ଚିକିତ୍ସିତ ସଂଖ୍ୟା ୨,୯୯୧ ମୃତ ସଂଖ୍ୟା ୧,୮୫୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୫୨୧, ସୁସ୍ଥ ସଂଖ୍ୟା ୫୧,୯୪୧,ଚିକିତ୍ସିତ ସଂଖ୍ୟା ୨୫୩ ଏବଂ ମୃତ ସଂଖ୍ୟା ୩୧୭ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୬୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫ ବୋଲି ଜଣାପଡିଛି ।

Leave A Reply

Your email address will not be published.