ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭୪ ।

0 535

ଭୁବନେଶ୍ବର ,ତା-୨୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୪,୪୦୬, ଚିକିତ୍ସିତ ସଂଖ୍ୟା ୨୬,୬୦୧, ମୃତ ସଂଖ୍ୟା ୪୧୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୭୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୩୬୮ ରେ ପହଞ୍ଚିଛି , ସୁସ୍ଥ ସଂଖ୍ୟା ୬,୭୭୧,ଚିକିତ୍ସିତ ସଂଖ୍ୟା ୫,୫୩୩ ଏବଂ ମୃତ ସଂଖ୍ୟା ୫୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୪୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭୪ ବୋଲି ଜଣାପଡିଛି ।

Leave A Reply

Your email address will not be published.