କ୍ବାରେଣ୍ଟାଇନ ସେଣ୍ଟରରୁ ଖସିଆସିଥିବା ବ୍ୟକ୍ତିଙ୍କୁ କାବୁକଲା ପୋଲିସ ।

0 756

ଭଞ୍ଜନଗର,(ପିପିଟି),୦୫/୦, ବାହାରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପ୍ରଶାସନ ଓ ପୋଲିସ ପାଇଁ ସାଜିଛନ୍ତି ଚିନ୍ତାର କାରଣ ।କିଏ କ୍ବାରେଣ୍ଟାଇନ ସେଣ୍ଟର ରେ ଖାଦ୍ୟ ଫୋପାଡୁଛି ତ ଆଉ କିଏ ଖସି ପଳୋଉଛି।ସମସ୍ତଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଛି କର୍ମଚାରୀମାନଙ୍କ ପାଇଁ।ଏଭଳି ସ୍ଥିତିରେ ଆଜି ଭଞ୍ଜନଗର ବ୍ଲକ ବେଡିଗୋବା କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ ବ୍ୟକ୍ତି ଚତୁରତାର ସହ ଖସି ପଲେଇ ଆସି ଭଞ୍ଜନଗର ବ୍ଲକ ଛକରେ ବୁଲୁଥିବା ବେଳେ ତାକୁ ଦେଖି ଲୋକମାନେ ଆତଙ୍କିତ ହୋଇ ପୋଲିସକୁ ଖବର ଦେଇଥିଲେ।ପୋଲିସ ବାଗଦେବୀ ମନ୍ଦିର ନିକଟରେ ସେହି ଲୋକକୁ କାବୁ କରି ଗାଡ଼ିରେ ପୁଣିଥରେ ତୁରୁମୁ କ୍ବାରେଣ୍ଟାଇନ ସେଣ୍ଟର ରେ ଛାଡିଥିବା ଜଣାପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.