କଲ୍ଯାଣ ମଣ୍ଡପ ଓ କମ୍ଯୁନିଟି ସେଣ୍ଟର ଉଦ୍ଘାଟନ । ଜିଲ୍ଲା By PPT NEWS On Oct 14, 2021 0 195 Share ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର କଲ୍ୟାଣ ମଣ୍ଡପ ଓ ଗ୍ରାମ୍ୟ କମ୍ୟୁନିଟି ସେଣ୍ଟରକୁ ସାଂସଦ ଆସିକା ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।ଜନ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। 0 195 Share