କରୋନା ମାଡ଼ରେ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ ବିଲରେ ସଢ଼ୁଛି ପରିବା ।

0 127

ଶେରଗଡ଼,(ପିପିଟି ନ୍ଯୁଜ୍) ୧୧/୦୪ ବ୍ଲକ ଅନ୍ତର୍ଗତ ଗୋଠ ଗାଁ ବୁରୁପଡା ନରେନ୍ଦ୍ରପୁର  ଥୁରୁବୁରାଇ ନୁଆଁପଲି କୀର୍ତ୍ତିପୁର ଅଖା ପାଖ ଗାଁର ଉଜୁଡି ଯାଇଛି ପନିପାରିବା ଫସଲ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ ଲକ ଡ଼ାଉନ ରେ ବଜାର ବାଡ଼ି ବନ୍ଦ ହେବା ଫଳରେ ରପ୍ତାନୀ ହେଇପାରୁନି ବାହାର ଜିଲ୍ଲା କୁ ପନିପରିବା ବିଲରେ ସଢ଼ୁଛି ବାଇଗଣ, ଟମାଟୋ, ବନ୍ଧାକୋବି, ଇତ୍ୟାଦି ପରିବା ।ଏପଟେ ଗାଁ ଗାଁ ବୁଲି ୨ ରୁ ୩ ଟଙ୍କା ରେ ପରିବା ବିକ୍ରି କରୁଛନ୍ତି ଏପଟେ ସରକାରଙ୍କ ସାହାଯ୍ୟକୁ ଅପେକ୍ଷାରେ ଚାଷୀ କେବେ ମିଳିବ ସହାୟତା ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.