କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୯ ।

0 466

ଫୁଲବାଣୀ,୧୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୬,୪୭୯, ଚିକିତ୍ସିତ ସଂଖ୍ୟା ୧୫,୮୦୭, ମୃତ ସଂଖ୍ୟା ୩୧୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୪୧, ସୁସ୍ଥ ସଂଖ୍ୟା ୭୩୩,ଚିକିତ୍ସିତ ସଂଖ୍ୟା ୪୦୨ ଏବଂ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୮୧ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୯ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.