କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ।

0 377

ଫୁଲବାଣୀ,୦୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୧,୨୭୪, ଚିକିତ୍ସିତ ସଂଖ୍ୟା ୧୩,୪୦୩, ମୃତ ସଂଖ୍ୟା ୧୯୭ ଓ ଅନ୍ଯ ମୃତ ସଂଖ୍ୟା ୩୯ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧୬, ସୁସ୍ଥ ସଂଖ୍ୟା ୩୩୩,ଚିକିତ୍ସିତ ସଂଖ୍ୟା ୨୮୧ ଏବଂ ମୃତ ସଂଖ୍ୟା ୦୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୩୪ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୪ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.