କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ।

0 338

ଫୁଲବାଣୀ ,ତା-୨୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୨,୨୭୭, ଚିକିତ୍ସିତ ସଂଖ୍ୟା ୨୫,୭୯୧, ମୃତ ସଂଖ୍ୟା ୪୦୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୩୬, ସୁସ୍ଥ ସଂଖ୍ୟା ୧,୨୩୫,ଚିକିତ୍ସିତ ସଂଖ୍ୟା ୫୯୪ ଏବଂ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.