କନଷ୍ଟେବଲଙ୍କ କାର୍ଯ୍ୟ ସହିତ ବୁଲା ଗାଇଙ୍କୁ ପାନୀୟ ଜଳ ଯୋଗାଣ ।

0 88

ଦିଗପହଣ୍ଡି,୧୭/୦୪- ଦିଗପହଣ୍ଡି ଥାନାର ଓଏପିଏଫ କନଷ୍ଟେବଲ ମାଧବ ନାୟକ । ଲକ ଡାଉନ ସମୟରେ ସେ ସମାଜର ଜନ ସାଧାରଣଙ୍କୁ ସୁରକ୍ଷା ଦେବା ଲାଗି ପ୍ରବଳ ଗ୍ରୀଷ୍ମପ୍ରବାହରେ ମଧ୍ୟ ସେ ପୁଞ୍ଜିକୟା ଛକ ରେ କାର୍ଯ୍ୟ କରୁଛନ୍ତି। ଏହି ସମୟରେ ସେ ବୁଲା ଗାଈ ଗୋରୁ ଅନ୍ୟ ଯନ୍ତୁ ମାନଙ୍କ ତୁଷାର୍ତ୍ତ ମେଣ୍ଟାଇବା ପାଇଁ ନିଜେ ନଲକୁଅରୁ ପାଣି ଆଣି ଡଙ୍ଗାରେ ପକାଉଥିବା ଦେଖିବାକୁ ମିଳିଛି। ତାଙ୍କରି ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ମିଳିଛି।

Leave A Reply

Your email address will not be published.