କଟକ,ତା-୨୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୧,୯୫୬, ଚିକିତ୍ସିତ ସଂଖ୍ୟା ୩,୦୬୩, ମୃତ ସଂଖ୍ୟା ୧,୮୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୫୬୦, ସୁସ୍ଥ ସଂଖ୍ୟା ୨୮,୧୭୮,ଚିକିତ୍ସିତ ସଂଖ୍ୟା ୨୪୦, ମୃତ ସଂଖ୍ୟା ୧୩୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦ ବୋଲି ଜଣାପଡିଛି ।