ଓଡିଶାରେ ପହଞ୍ଚିଲା କୋଭିଡ୍ -୧୯ କିଟ୍ ।

0 141

ଭୁବନେଶ୍ୱର,୦୯/୦୪- ଲକ୍‌ଡାଉନ୍‌ ଜାରି ରହିଥିବାରୁ କାର୍ଗୋ ବିମାନ ଯୋଗେ ଓଡ଼ିଶାକୁ ଔଷଧ ଓ ମେଡିକାଲ ସାମଗ୍ରୀ ପରିବହନ ଜାରି ରହିଛି। ତେବେ ବୁଧବାର ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ କୋଭିଡ୍‌-୧୯ ପାଇଁ ଟେଷ୍ଟିଂ କିଟ୍‌ ସହ ଅନ୍ୟ ମେଡିକାଲ ସରଞ୍ଜାମ ଆସିଛି। ଏୟାର ଇଣ୍ଡିଆର ଏଆଇ-୧୪୭୩ ବିମାନରେ ଏହି ସାମଗ୍ରୀ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି  ପରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଓ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ପଠାଯାଇଛି .

Leave A Reply

Your email address will not be published.