ଏଆଇୱାଇଏଫ – ଏଆଇଏସଏଫ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ଛତା ଓ ଗ୍ଳୁକୋଜ ବଣ୍ଟନ ।

0 52

ବୌଦ୍ଧ ,୦୪/୦୪-ନିଜ ଜୀବନକୁ ପାଣି ଛଡାଇ ଖରା,ବର୍ଷା’ ଶୀତକୁ  ସହ୍ୟ କରି ସମସ୍ତ ପରିସ୍ଥିତିରେ ଛିଡା ହେବା ସହ ବର୍ତ୍ତମାନ  କରୋନାରୂପୀ ମହାମାରୀଠୁ ଜନସାଧାରଣଙ୍କୁ ବଞ୍ଚେଇବା ପାଇଁ ଅହରହ ଉଦ୍ୟମ କରୁଥିବା ପୁଲିସ ଓ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆଜି ଅଖିଳ ଭାରତ ଯୁବ ସଂଘ ଓ ଅଖିଳ ଭାରତ ଛାତ୍ର ସଂଘ  ବୌଦ୍ଧ ପକ୍ଷରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛତା ଓ ଗ୍ଲୁକୋଜ ବଣ୍ଟନ କରାଯାଇଛି ଏବଂ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରିତ କରାଯିବ ବୋଲି ଏଆଇୱାଇଏଫ ରାଜ୍ୟ ସଂପାଦକ ଅବକାଶ ସହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.