ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ରେ ଶେରଗଡ଼ ଧୀରଜ ବାଡ଼ତ୍ୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

0 101

ଶେରଗଡ,୧୩/୦୮(ପିପିଟି); ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଧୀରଜ ମହାବିଦ୍ୟାଳୟ ଅଭୁତ ସଫଳତା ହାସଲ କରିଛି ଶେରଗଡ ବ୍ଳକ ସ୍ତରରେ ଧୀରଜ ବାଡତ୍ୟା ୪୮୩ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ସାଗରୀ ସ୍ବାଇଁ ୪୦୦ ନମ୍ବର ରଖି ଦ୍ବିତୀୟ ଏବଂ ଦୀପ୍ତିମୟୀ ପାଣି ୩୯୮ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି ରାଜ୍ୟରେ ପାସହାର ଶତକଡା ୭୦.୭୧ ରହିଥିବା ବେଳେ ଶେରଗଡ କଲେଜରେ ପାସହାର ଶତକଡା ୬୪ ଭାଗ ରଖି ସଫଳତା ହାସଲ କରିଛି । ଏହି କ୍ରମରେ ସମୁଦାୟ ୬୫ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ପ୍ରଥମ ଡିଭିଜନ ୯ ଜଣ ଦ୍ବିତୀୟ ୧୬ ଓ ତୃତୀୟ ୧୭ଜଣ ଉତୀର୍ଣ ହୋଇଛନ୍ତି । ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ଅଭିଭାବକ ମହଲରେ ଖୁସୀର ଲହରୀ ଖେଳିଯାଇଛି । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.