ଅଧିକ କୋଭିଡ୍ ଟେଷ୍ଟ୍ ଉପରେ ବିଧାୟକଙ୍କ ଗୁରୁତ୍ୱ ।

0 577

ବୁଗୁଡା,୧୫/୦୭(ପିପିଟି); ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ୩୫ ରୁ ଅଧିକ ଲୋକ କୋରନାରେ ଆକ୍ରାନ୍ତ ହୋଇଛନ୍ତି।ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଁଞ୍ଚି ବୁଦ୍ଧିଜୀବି ମାନଙ୍କ ସହ ଲକ୍ଷଣ ଥିବା ଲୋକମାନଙ୍କର କେମିତି ଅଧିକରୁ ଅଧିକ କୋଭିଡ ଟେଷ୍ଟ କରାଯାଇପାରିବ ଏବଂ ଲୋକମାନଙ୍କୁ କେମିତି ସଚେତନ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଛି। ବାଲିପଦର ସରପଞ୍ଚ, ସମିତି ସଭ୍ୟ,ଫାଣ୍ଡି ଅଧିକାରୀ, ମେଡିକାଲ ଷ୍ଟାପ ଉପସ୍ଥିତ ଥିଲେ ।

Leave A Reply

Your email address will not be published.