ଅଞ୍ଚଳର ଗର୍ବ ବାଙ୍କୋଇ ଗଡ଼ ।
ବୋଲଗଡ଼,୦୬/୦୨(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଞ୍ଚଳର ପାଞ୍ଚ ଗଡ଼ ମଧ୍ୟରେ ବାଙ୍କୋଇ ଗଡ଼ ହେଉଛି ଅନ୍ୟତମ। ବାଙ୍କୋଇ ଗଡ଼ ହେଉଛି ବହୁପ୍ରାଚୀନ ଗଡ। ଆକବରନାମା ରେ ଏହି ଗଡ଼ର ନାମ ମଙ୍ଗୋଇ ନାମରେ ନାମିତ ଥିଲା।…
Read More...
Read More...