ଲାଞ୍ଚ ନେବାବେଳେ ଜିଆରଏସ ଭିଜିଲାନ୍ସ ହାତରେ ଧରାପଡିଲେ।
କଟକ,୨୨/୦୯ : ଛେଣ୍ଡିପଦା ଜିଆରଏସ୍ ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି।…
Read More...
Read More...