ମ୍ଯାଲେରିଆ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ।

ମାଲକାନଗିରି ,୩୧/୦୫ (ପିପିଟି): ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଟାସ୍କଫୋର୍ସ ସଭା ଜିଲ୍ଲାପାଳ ବିଶାଳ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ରେ ଗତ ବର୍ଷ ୪୮୧୬ ମ୍ୟାଲେରିଆ…
Read More...

ବାଣିଜ୍ଯରେ ଜିଲ୍ଲା ଟପ୍ପର,ଏବେ ଦିନ ମଜୁରିଆ ସାଜିଛି ବଣ୍ଡା ଝିଅ;ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ ।

ମାଲକାନଗିରି ,୩୧/୦୫(ପିପିଟି):ରାଜ୍ୟ ସରକାର ଆଦିବାସୀଙ୍କ ଶିକ୍ଷା ପାଇଁ ବିଭିନ୍ନଯୋଜନା କରୁଥିବା ଡିଣ୍ଡିମ ପିଚୁଥିବା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ମାଲକାନଗିରି ଜିଲ୍ଲାରେ ବିଗତ ଦିନରେ ବାଣିଜ୍ଯରେ ଟପ୍ପର…
Read More...

ହଜିବାକୁ ବସିଲାଣି ଭାଗବତ ଟୁଙ୍ଗୀ।

ବୋଲଗଡ଼,୨୬/୦୫(ପିପିଟି):ବ୍ୟସ୍ତ ବହୁଳ ଜଂଯାଳ ଭିତରେ ମାନସିକ ଶାନ୍ତି ପାଇଁ ଲୋକମାନେ ସଂଧ୍ୟା ସମୟରେ ଗୀତା,ଭାଗବତ ଓ ବିଭିନ୍ନ ପ୍ରକାରର ପୁରାଣ ପଠନ କରୁଥିଲେ। ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ରହିଥିଲା ଭାଗବତ ଟୁଙ୍ଗୀ।…
Read More...

ଦେଶୀ ଡଙ୍ଗାବୁଡି ଜଣେ ମୃତ,ଶବ ହେଲା ଉଦ୍ଧାର।

ମାଲକାନଗିରି,୨୫/୦୫(ପିପିଟି): ଗତ କାଲି ସନ୍ଧ୍ୟା ସମୟରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ହୋଇ ଥିବା ଲୋକର ଶବ ଆଜି ସକାଳେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ ଯେ,କୋରୁକୋଣ୍ଡା ବ୍ଳକର…
Read More...

ଗଞ୍ଜେଇ ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସମେତ ୭ ଜଣ ଗିରଫ;୧୦୩ କିଲୋ ଗଞ୍ଜେଇ,୨ଟି କାର, ୩ଟି ଆଇଫୋନ ଜବତ ।

ମାଲକାନଗିରି,୨୫/୦୫(ପିପିଟି): ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ପୋଲିସ ଜଣେ ତେଲେଙ୍ଗାନା ପୋଲିସ କନେଷ୍ଟବଲ ଆର ଶ୍ରୀନୁ ନାୟକ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ପ୍ରାପ୍ତ…
Read More...

ପୋଲସରା ବିଜେଡି ର ପ୍ରସ୍ତୁତି ବୈଠକ ।

ପୋଲସରା,୨୪/୦୫(ପିପିଟି):ପୋଲସରା ନିର୍ବାଚନ ମଣ୍ଡଳୀରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କିପରି ତୃଣମୂଳ ସ୍ତରରୁ ସାଙ୍ଗଠନିକ ସଂଗଠନ ମଜଭୁତ କରିହେବ ସେନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ…
Read More...

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର ।

ବାଲିଗୁଡ଼ା,୨୪/୦୫(ପିପିଟି):କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି।ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ…
Read More...

ଚାପ ମୁକ୍ତ ହୋଇ କାର୍ଯ୍ୟ କରିବା ନିମନ୍ତେ କର୍ମଶାଳା ।

ମାଲକାନଗିରି,୨୪/୦୫(ପିପିଟି): କର୍ମକ୍ଷେତ୍ରରେ ବେଳେବେଳେ ଅତ୍ୟଧିକ ଚାପ ସାମ୍ନା କରିବାକୁ ପଡିଥାଏ । ଯଦି ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଆଯାଏ ନାହିଁ, କର୍ମକ୍ଷେତ୍ରରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ ।…
Read More...

ଐତିହାସିକ ତାକରଡ଼ା ଗୁଳିକାଣ୍ଡର ୭୫ ବର୍ଷ ପୂର୍ତ୍ତି ଉତ୍ସବ ସମାବେଶ ।

ଶେରଗଡ଼,୨୪/୦୫(ପିପିଟି):ଦେଶରେ ସାମନ୍ତବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଯେତେବେଳେ ଉତ୍ତାଳ ଅବସ୍ଥାରେ ଥିଲା ସେତେବେଳେ ଗଞ୍ଜାମରେ ରୟତ ଆନ୍ଦୋଳନର ଅଗ୍ନିଝଲକ ସମଗ୍ର ଦେଶରେ ବିସ୍ତାରିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ…
Read More...

ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ବାଲିଡି ସାହିର ଚକ୍ରମହଲ ବାଣ ଓ ପଟୁଆର ମନ ମୋହିଲା ।

ବେଲଗୁଣ୍ଠା,୨୩/୦୫(ପିପିଟି):ବେଲଗୁଣ୍ଠାରେ ଚାଲିଥିବା ପ୍ରସିଦ୍ଧ ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ବାଲିଡି ସାହି ତରଫରୁ ମାଁ ଙ୍କ ନଗର ପରିକ୍ରମା ଜାକଜମକରେ ଆୟୋଜିତ ହୋଇଯାଇଛି । ଏଥିରେ ଥିବା ନୂତନ ଧରଣର…
Read More...