ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବେଲଗୁଣ୍ଠା ଏନ୍ଏସି ଗସ୍ତ; ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ।

ବେଲଗୁଣ୍ଠା,୨୧/୦୭(ପିପିଟି): ଆଜି ଗଞ୍ଜାମ ଜିଲ୍ଳା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଦର୍ଶନ କରିବା ସହିତ ସହରର ବିଭିନ୍ନ୍ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା…
Read More...

ଗୌତମୀରେ ସିପିଆଇର ସାନଖେମୁଣ୍ଡି ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ।

ସାନଖେମୁଣ୍ଡି,୨୧/୦୭(ପିପିଟି): ଉତ୍କଟ ବେକାରୀ ସମସ୍ୟା ସହ କୃଷି ଶିକ୍ଷା ଶ୍ରମିକ ସମସ୍ୟା ଦରବୃଦ୍ଧି ସମାଧାନ ସହ କେନ୍ଦ୍ର ରାଜ୍ଯ ସରକାରଙ୍କ ବ୍ୟାପକ ଜନମାରଣ ନୀତି ବିରୋଧ ରେ ବ୍ୟାପକ ଜନା ଆନ୍ଧୋଳନ ସଙ୍ଗଠିତ କରାଯିବ ।…
Read More...

ସମାଜସେବୀ ରେବତୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ।

ଭଞ୍ଜନଗର,୨୧/୦୭(ପିପିଟି): ଭଞ୍ଜନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ମାତା ସ୍ବର୍ଗତ ରେବତୀ ପଟ୍ଟନାୟକଙ୍କ ଗୁରୁବାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟ ଭାଷୀ…
Read More...

ବିଷଧର ସାପ କାମୁଡ଼ାରେ ଶିକ୍ଷକ ଗୁରୁତର ।

ମାଲକାନଗିରି,୨୧/୦୭(ପିପିଟି): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ଅନ୍ତର୍ଭୁକ୍ତ ନୂଆ ଟେକପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ମାଝି ,ସ୍କୁଲ ରୋଷେଇ ଘର କବାଟ ବନ୍ଦ କରୁଥିବା…
Read More...

ପାପୁଲୁର ଓ କୁର୍ମାନୁର ପଞ୍ଚାୟତକୁ ଜିଲ୍ଲାପାଳଙ୍କ ଗସ୍ତ ।

ମାଲକାନଗିରି,୨୧/୦୭(ପିପିଟି): ମାଲକାନଗିରି ଜିଲାପାଳ ବିଶାଲ ସିଂ ଚିତ୍ରକୋଣ୍ଡା ବ୍ଲକର ପାପୁଲୁର ଓ କୁର୍ମାନୁର ପଞ୍ଚାୟତକୁ ଅଚାନକ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିଥିଲେ ।…
Read More...

ପ୍ରାଥମିକ ସଦସ୍ୟ ପଦରୁ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଇସ୍ତଫା ।

କୋଦଳା,୨୧/୦୭(ପିପିଟି):ରାଜ୍ୟ ବିଜେପି ସଂଗଠନ ଓ ଘୁମୁସର ସାଙ୍ଗଠନିକ ଜିଲ୍ଲାରେ ଚାଲିଥିବା ଦଳୀୟ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ପ୍ରକାଶ କରି ଘୁମୁସର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା ଆଜି…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୧/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ବଣ୍ଡା ମହିଳାମାନଙ୍କୁ ଓରମାସ ତରଫରୁ ପ୍ରଶିକ୍ଷଣ ।

ମାଲକାନଗିରି,୨୦/୦୭(ପିପିଟି): ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ପଞ୍ଚାୟତର ବଣ୍ଡା ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ପାଇଁ ଓରମାସ ଏବଂ ମାଲକାନଗିରି ଜିଲ୍ଲା ପ୍ରଶାସନର ମିଳିତ ଉଦ୍ଯମରେ ଫୁଲ ଝାଡୁ ନିର୍ମାଣ ଏବଂ…
Read More...

ହେପାଜତକୁ ନେଇଥିବା କାଠଗଣ୍ଡି କୁ ପଞ୍ଚାୟତକୁ ପୁଣି ହସ୍ତାନ୍ତର କଲା ବନ ବିଭାଗ ।

ଭଞ୍ଜନଗର,୨୦/୦୭(ପିପିଟି) : ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ଆଗରେ ଥିବା ବିଜୁ ପଟ୍ଟନାୟକ ଛକ ପାର୍କ ରୁ ଗତ କିଛି ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ଝାଉଁ ଗଛ ଗୁଡିକୁ କଟା ଯାଇଥିଲା। ଏହା ପରେ ସମସ୍ତ କାଠ ଗଣ୍ଡି ଗୁଡିକୁ…
Read More...

ଅବକାରୀ ଧରପଗଡ଼ ; ବିପୁଳ ପରିମାଣର ଦେଶୀ ମଦ ଜବତ, ୬ ଗିରଫ ।

ଭଞ୍ଜନଗର,୨୦/୦୭(ପିପିଟି) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗ ୟୁନିଟ-୨ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଭଞ୍ଜନଗର ଅବକାରୀ ଥାନା ଅଞ୍ଚଳରେ ବୁଧବାର ଏକ ବଡ଼ ଧରଣର ଧରପଗଡ଼ କରାଯାଇଛି।…
Read More...