୪ଟି ଜିଲ୍ଲାର ୩୫୭ଟି ସ୍କୁଲ ଲୋକାର୍ପିତ ହେଲା;ଛାତ୍ର ମାନଙ୍କ ସଫଳତା ଓଡିଶାର ସଫଳତା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫/୦୪:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ…
Read More...

ଆଦିବାସୀ ଭାରତ ମହାସଭା ୧ମ ରାଜ୍ୟ ସମ୍ମିଳନୀ ।

ଭଞ୍ଜନଗର,୨୫/୦୪(ପିପିଟି):ଆଦିବାସୀ ଭାରତ ମହାସଭାର ୧ମ ରାଜ୍ୟ ସମ୍ମିଳନୀ ସଫଳତାର ସହ ଜଗନ୍ନାଥପ୍ରସାଦ ନିକଟସ୍ଥ ଜରିପଙ୍କାଳ ଠାରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ପୂର୍ଣଚନ୍ଦ୍ର ପ୍ରଧାନ, ସୋମନାଥ ଡାକୁଆ,…
Read More...

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ ।

ବାଲିଗୁଡା,୨୫/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା'ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ୨୧ ଦିନ…
Read More...

ପୁସ୍ତକ ବିକ୍ରିକରି ଧରାପଡିଲେ ଶିକ୍ଷକ।

ବୋଲଗଡ,୨୪/୦୪(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ସତମାର୍ଗ ଉପ୍ରା ମଇ ସ୍କୁଲ୍ ର ଶିକ୍ଷକ ମନ ମୋହନ ମିଶ୍ର ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକ କବାଡିଆକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀ…
Read More...

ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଶୁଭାରମ୍ଭ: ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିରାଜିଲେ ମାଁ ।

ବେଲଗୁଣ୍ଠା,୨୪/୦୪(ପିପିଟି):ଗଞ୍ଜାମ ଜିଲ୍ଲାର ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀ ନିଜ ସ୍ଥାୟୀ…
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ।

ଭଞ୍ଜନଗର,୨୪/୦୪(ପିପିଟି):ଭଞ୍ଜନଗର ପାତ୍ର କଲୋନୀରେ ରହୁଥିବା ରୋଷେୟା ସନ୍ତୋଷ କର(୫୨) ଆଜି ମଧ୍ୟାହ୍ନ ସମୟରେ ବେଲଗୁଣ୍ଠା ଅଞ୍ଚଳରେ ଏକ ଭୋଜିରେ ରୋଷେଇ ସାରି ଘରକୁ ଫେରୁଥିବା ସମୟରେ ପଥରା ଗ୍ରାମ ନିକଟରେ ବାଇକ…
Read More...

ତୁଳସୀ ପାହାଡ଼ରେ ନୂତନ ଭାବେ ବିଏସଏଫ କ୍ୟାମ୍ପ ସ୍ଥାପନ ।

ମାଲକାନଗିରି,୨୩/୦୪(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ଥାନ ନିକଟସ୍ଥ ମାଓଗଡ଼ ଭାବେ ଜଣାଶୁଣା ତୁଳସୀ ପାହାଡ଼ ଠାରେ ନୂତନ ବିଏସଏଫ କ୍ୟାମ୍ପ ଆଜି ସ୍ଥାପନ କରାଯାଇଛି । ବିଗତ ଦିନରେ ଦୁର୍ଗମ ତୁଳସୀ ପାହାଡ ଉପରେ…
Read More...

ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ପଳାସୀ ଗ୍ରାମରେ ଅଖିମୁଠିର ଶୁଭାରମ୍ଭ ।

ହିଞ୍ଜିଳିକାଟୁ,୨୩/୪(ପିପିଟି): ଓଡିଶା ପ୍ରଦେଶ କିଷାନ ଗଂଗ୍ରେସଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଞ୍ଚାୟତର ପଳାସି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ…
Read More...

ହିଞ୍ଜିଳିକାଟୁ କୃଷି ବିଭାଗ ତରଫରୁ ପାଟପୁର ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳନ ।

ହିଞ୍ଜିଳିକାଟୁ;୨୩/୦୪(ପିପିଟି): ହିଞ୍ଜିଳିକାଟୁ କୃଷି ବିଭାଗ ତରଫରୁ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଧୋବାଡି ପଞ୍ଚାୟତର ପାଟପୁର ଗ୍ରାମ ଠାରେ ଏକ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି । ଅନୁଷ୍ଠିତ…
Read More...

ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦଘାଟିତ ।

କନ୍ଧମାଳ,୨୩/୦୪(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି…
Read More...