ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଓ ବିଦେଶୀ ମଦ ଲୁଟିନେଲେ ଦୁର୍ବୁତ୍ତ ।
ଭଞ୍ଜନଗର,୦୨/୦୫(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରୋଡ଼ ଜାମପଲ୍ଲୀ ଛକ ପୂର୍ବରୁ ଥିବା ଏକ ବିଦେଶୀ ମଦ ଦୋକାନରୁ ଗତରାତି ରେ କିଛି ଦୁର୍ବୁତ୍ତ ପଶି ଲକ୍ଷାଧିକ ଟଙ୍କା ଓ କିଛି ପରିମାଣରେ ମଦ ଲୁଟି ନେଇଛନ୍ତି।…
Read More...
Read More...