କାଳ ବୈଶାଖୀରେ ଗଛ ପଡ଼ି ରାସ୍ତା ଅବରୋଧ ।

ଭଞ୍ଜନଗର,୧୭/୦୫(ପିପିଟି): ଆଜି ପୁଣିଥରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଫଳରେ ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଦିନ ୩ଟା ସମୟରେ ହାଠାତ୍ ଘଡଘଡି ସହ ପ୍ରବଳ ମେଘ ପବନ ମାଡ଼ି…
Read More...

ସାନଖେମୁଣ୍ଡି ବ୍ଳକର ୬୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ।

ବ୍ରହ୍ମପୁର,୧୭/୦୫(ପିପିଟି):ସାନଖେମୁଣ୍ଡି ବ୍ଲକର ୬୧ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି।…
Read More...

କାଳ ବୈଶାଖୀରେ ଜନ ଜୀବନ ଅସ୍ତବ୍ୟସ୍ତ ।

ଭଞ୍ଜନଗର,୧୬/୦୫(ପିପିଟି): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ୨୧ଦିନ ଧରି ଅନୁଷ୍ଠିତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ହସ୍ତଶିଳ୍ପ ପ୍ରଦର୍ଶନୀ,ମିନା ବଜାର, ରାମ ଦୋଳି,ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା ପରିବେଷଣ…
Read More...

ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ।

ମାଲକାନଗିରି,୧୬/୦୫(ପିପିଟି):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଅଷ୍ଟମ ତମ ଜାତୀୟ ଡେଙ୍ଗୁ ଦିବସର ସ୍ଲୋଗାନ ହେଉଛି ,ଦୃଢତାର ସହିତ ସହଭାଗିତା ରଖି ଡେଙ୍ଗୁକୁ ପ୍ରତିହତ କରିବା। ଏହି…
Read More...

ଅଂଶୁଘାତରେ ମହିଳା ମୃତ ।

ବେଲଗୁଣ୍ଠା,୧୬/୦୫(ପିପିଟି):ଅସହ୍ୟ ଗରମ ଯୋଗୁଁ ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମରେ ଅଂଶୁଘାତରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ମହିଳା ଜଣଙ୍କ ହେଲେ କଳାସୂତା ଗ୍ରାମର ବିଜୟ ବେହେରାଙ୍କ ସ୍ତ୍ରୀ କୁନି ବେହେରା…
Read More...

ବଢୁଛି ଗ୍ରୀଷ୍ମ ପ୍ରବାହ କିନ୍ତୁ ଖୋଲୁନି ଜଳ ଛତ୍ର।

ବୋଲଗଡ୧୬/୦୫(ପିପିଟି):ରାଜ୍ୟ ରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଦିନ ୯ଟା ହେଲେ ବିଭିନ୍ନ କାର୍ଯ୍ୟନେଇ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜଳ…
Read More...

ଗୁରୁଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ ।

ମାଲକାନଗିରି,୧୬/୦୫(ପିପିଟି):ମାଲକାନଗିରି ଗୁରୁଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ତରଫରୁ ରାଷ୍ଟ୍ରପତି,ମୁଖ୍ଯମନ୍ତ୍ରୀ, ରାଜ୍ଯମାନବଅଧିକାର କମିଶନ, ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସପିଙ୍କୁ ମତୁଆ ଧର୍ମାବଲମ୍ବୀ ମାନଙ୍କୁ ହେଉଥିବା…
Read More...

ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ।

ହିଞ୍ଜିଳିକାଟୁ,୧୫/୦୫(ପିପିଟି): ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ହିଞ୍ଜିଳିକାଟୁ ବ୍ଳକ କମିଟି ପକ୍ଷରୁ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଗଣଧାରଣା ରେ ବହୁ…
Read More...

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ବିଶ୍ଵ ନିକେତନ ଜରା ନିବାସରେ ମାତୃ ଦିବସ ପାଳିତ ।

ବ୍ରହ୍ମପୁର,୧୪/୦୫(ପିପିଟି):ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ଗଞ୍ଜାମ ଶାଖା ପକ୍ଷରୁ ମହାନ୍ ସଙ୍ଘ ଦ୍ଵାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସରେ ଆଜି ମାତୃ ଦିବସ ପାଳିତ ହୋଇଯାଇଛି।…
Read More...

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର:୧୫ ତାରିଖରୁ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ ।

ବାଲିଗୁଡା,୧୪/୦୫(ପିପିଟି):କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ…
Read More...