ରୂପାନ୍ତରିତ କୋଦଳା ହସ୍ପିଟାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
କୋଦଳା,୧୭/୦୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ହସ୍ପିଟାଲକୁ 5T ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ଶନିବାର ଅପରାହ୍ନ ୪.୩୦ ମିନଟରେ ଭରଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି…
Read More...
Read More...