ଯୁବକଙ୍କ ଶବ ଉଦ୍ଧାର ।

ବେଲଗୁଣ୍ଠା,୦୩/୧୦(ପିପିଟି):ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ରଙ୍ଗଣିପାଟଣା ସ୍କୁଲ ପରିସରରୁ ଜଣେ ୪୨ ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଯୁବକଙ୍କ ନାମ ସନ୍ତୋଷ କୁମାର ସାହୁ । ସେ ବୁଗୁଡ଼ାର…
Read More...

ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ନେସନ୍ ବିଲ୍ଡର ସମ୍ମାନ ।

ବେଲଗୁଣ୍ଠା,୦୩/୧୦(ପିପିଟି): ରୋଟାରୀ କ୍ଲବ୍ ବ୍ରହ୍ମପୁର ମିଡ୍ ଟାଉନ ତରଫରୂ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେସନ୍ ବିଲ୍ଡର ସମ୍ମାନ ପ୍ରଦାନ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ…
Read More...

ଦେଶର ଶ୍ରେଷ୍ଠ ସ୍ୱଚ୍ଛ ସହର ବେଲଗୁଣ୍ଠା: ନଗରପାଳ ଓ ନିର୍ବାହୀ ଅଧିକାରୀଙ୍କୁ ବେଲଗୁଣ୍ଠାରେ ବିପୁଳ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା,୦୨/୧୦(ପିପିଟି):ସ୍ୱଚ୍ଛ ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ରେ ଦେଶରେ ନାଗରିକ ମତାମତ ଉପରେ ଶ୍ରେଷ୍ଠ ସହର ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଜାତୀୟ ସ୍ତରରେ ଦିଲ୍ଲୀ ଦରବାରରେ…
Read More...

ଚିରିକିପଡା ଶାସନ ଗ୍ରାମ ରେ ବିଅର ବୋତଲେରେ ଭୁଷି ବୃଦ୍ଧାଙ୍କୁ ହତ୍ୟା।

ପୋଲସରା,୦୨/୧୦(ପିପିଟି): ଆଜି ଅପରାହ୍ନ ପ୍ରାୟ ସାଢେ଼ ପାଞ୍ଚ ଘଣ୍ଟା ସମୟରେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନରେ ପଡୋଶୀର ବିଅର ବୋତଲ ଆକ୍ରମଣ ରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ବେଳେ ତାଙ୍କର ନାତୁଣୀ ଗୁରୁତର ଆହତ…
Read More...

ଘୁମୁସର ଦକ୍ଷିଣ ବନଖଣ୍ଡ ଦ୍ୱାରା ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ।

ଭଞ୍ଜନଗର,୦୨/୧୦(ପିପିଟି): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ କାର୍ଯ୍ୟାଳୟ ସଭାଗୃହ ଠାରେ ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ-୨୦୨୨ର ଶୁଭାରମ୍ଭ ହୋଇଛି। ଏହା ଆସନ୍ତା ୮ ତାରିଖରେ…
Read More...

ଗ୍ଳୋବାଲ୍ ଗାନ୍ଧୀ ରତ୍ନ ଆଓ୍ବାର୍ଡ – ୨୦୨୨ ପାଇଲେ ଶିକ୍ଷକ କରୁଣାକର ।

ମାଲକାନଗିରି,୦୨/୧୦(ପିପିଟି): ବୃତ୍ତି ନେଇ କର୍ମ ସମସ୍ତେ କରନ୍ତି। କିନ୍ତୁ ବୃତ୍ତି ସହିତ ସମାଜର ମଙ୍ଗଳ କାମନା,ସେବା, ପରିବେଶ, ସାରସ୍ଵତ ସାଧନା ଏସବୁ କାର୍ଯ୍ଯ କ୍ଵଚିତ୍ ଲୋକ କରିଥାନ୍ତି। ସେହିଭଳି ଜଣେ ନିର୍ଭିକ…
Read More...

ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ପାଳିତ ।

ଛତ୍ରପୁର,୦୨/୧୦(ପିପିଟି): ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୩ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ…
Read More...

କୋସଲ ରାଜ୍ଯ ସମନ୍ଵୟ ସମିତି ବୈଠକ।

ସୁବର୍ଣ୍ଣପୁର,୦୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କୋସଲ ରାଜ୍ୟ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।‌ କୋସଲ ରାଜ୍ୟ ସମନ୍ୱୟ ସମିତି ସଂଯୋଜକ କିଶୋର…
Read More...

ଦୁର୍ଗମ ଅଂଚଳରେ ଜିଲ୍ଲାପାଳଙ୍କ ସମ୍ପର୍କର ସେତୁ କାର୍ଯ୍ୟକ୍ରମ ।

ସୁବର୍ଣ୍ଣପୁର,୦୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯଉଁରାଭଉଁରା ଗ୍ରାମପଞ୍ଚାୟତ ଦୁର୍ଗମ ଅଞ୍ଚଳ ରାଧାନଗର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ପର୍କର ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଧୁମ୍ ଧାମରେ ପାଳିତହେଉଛି ଦୁର୍ଗା ପୂଜା।

ବୋଲଗଡ଼,୦୨/୧୦(ପିପିଟି): ଯାଦେବୀ ସର୍ବଭୂତେଷୁ ମାତୃ ରୁପେଣ ସଂସ୍ଥିତା,ନମସ୍ତସୈ ନମସ୍ତସୈ ନମସ୍ତେସୈ ନମୋ ନମଃ। ଚଳିତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଯାହାକି ମାଦୁର୍ଗାଙ୍କର ପବିତ୍ର ପୂଜା । ଏହି ଉପଲକ୍ଷେ ବୋଲଗଡ଼ ବ୍ଳକ ଅଞ୍ଚଳ…
Read More...