ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା ।

ବାଲିଗୁଡା,୨୮/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ (୫୦) ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସନ୍ତୋଷ ଗତ…
Read More...

ଦାରିଙ୍ଗବାଡି ଶୀତ ମହୋତ୍ସବ-୨୦୨୬ ପୋଷ୍ଟର ଉନ୍ମୋଚନ ।

ବାଲିଗୁଡା,୨୮/୧୨(ପିପିଟି): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ମହୋତ୍ସବ ଜାନୁୟାରୀ ୮ ତାରିଖ ଠାରୁ ୧୧ ତାରିଖ ୪ ଦିନ ଧରି ଦାରିଙ୍ଗବାଡି ର ମିନି ଷ୍ଟାଡିଅମ ପରିସରରେ…
Read More...

ଓପିଏସ୍‌ସି ଫଳାଫଳ ୧୬ ସ୍ଥାନରେ ମାନସ ରଞ୍ଜନ ବେହେରଦଳେଇ ।

ବାଲିଗୁଡା, ୨୮/୧୨(ପିପିଟି): ଓପିଏସସି (OPSC) ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି…
Read More...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ।

ବାଲିଗୁଡା,୨୮/୧୨(ପିପିଟି): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣାକୁ ନେଇ…
Read More...

ପିସିସି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ ।

ଭୁବନେଶ୍ୱର,୨୮/୧୨(ପିପିଟି): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି…
Read More...

ପାଟପୁର ଶାସନ ପାଇଁ ସରକାରୀ ଯୋଜନା ଥିଲେ ମଧ୍ୟ ଅପହଞ୍ଚ ହୋଇପଡିଛି ।

ବୋଲଗଡ଼,୨୮/୧୨(ପିପିଟି):ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାକରିଛନ୍ତି ସାଧାରଣ ଜନତା ସେଥିରୁ ସୁବିଧା ସୁଯୋଗର ଫାଇଦା ଉଠାଇ ପାରିବେ, କିନ୍ତୁ ତାହା ଫେଲ୍ ମାରିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟପୁର…
Read More...

କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ।

ବେଲଗୁଣ୍ଠା, ୨୮/୧୨(ପିପିଟି ):ସୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ…
Read More...

ଚାନ୍ଦବାଲି ଦିବଙ୍ଗତାଙ୍କୁ ନ୍ୟାୟ ମିଳୁ,୫୦ ଲକ୍ଷ ଟଙ୍କା ପରିବାରକୁ ଦିଆଯାଉ;ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ହେଉ…

ଭୁବନେଶ୍ୱର,୨୭/୧୨: ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏବଂ ପିସିସିର ଏକ ବୃହତ ପ୍ରତିନିଧି ଦଳ ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କ ସହିତ ସାକ୍ଷାତ କରିବା ସହ ଏବଂ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ…
Read More...

ପୁରୀର ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଓଡ଼ିଶାର ନୁହଁ ସମଗ୍ର ଭାରତର ମାନ ଓ ସମ୍ମାନ ଅଟେ : ମୁଖ୍ୟ…

ଭୁବନେଶ୍ୱର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତିନିଦିନିଆ ଓଡିଶା ଗସ୍ତରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର…
Read More...

ଅଲୋଡ଼ା ହୋଇ ବୁଦାରେ ପଡ଼ିରହିଛି ଗୃହ ପାଳିତ ପଶୁ ପକ୍ଷୀଙ୍କ ଔଷଧ ଏବଂ ଇଞ୍ଜେକ୍ସନ ।

ବେଲଗୁଣ୍ଠା,୨୬/୧୨(ପିପିଟି):ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମାନଙ୍କୁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଟୀକା,ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଇ ଦିଆଯାଇଥାଏ । କିନ୍ତୁ ବହୁ…
Read More...