ଜି.ଉଦୟଗିରି ଏନ୍ଏସି ୱାର୍ଡ ସଭ୍ୟ ପଦବୀ ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।

ବାଲିଗୁଡା,୨୦/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନଂ ୱାର୍ଡସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ ବିଧିବଦ୍ଧ ଭାବେ…
Read More...

ଆହତ ଗାଈର ଚିକିତ୍ସାରେ ସହାୟକ ହେଲେ ଡେପୁଟି କମିଶନର।

­ବ୍ରହ୍ମପୁର,୨୦/୧୨(ପିପିଟି):ସୋମବାର ରାତ୍ର ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଆହତ ହୋଇଥିବା ଗାଈର ଚିକିତ୍ସାରେ ସହାୟକ ହୋଇଛନ୍ତି ରାଜସ୍ବ ଅଧିକାରୀ ବିନୋଦ ବେହେରା । ପ୍ରକାଶ ଥାଉ କି, କୌଣସି ସୂତ୍ରରୁ ଖବର ପାଇ ରାଜସ୍ବ…
Read More...

ଭଞ୍ଜନଗର ଫୁଟବଲ ଟିମର ବିଜୟ ଉତ୍ସବ ପାଳନ ।

ଭଞ୍ଜନଗର,୨୦/୧୨(ପିପିଟି): ଭଞ୍ଜନଗର ସହରର ଏ.ନରେଶ ଫୁଟବଲ କ୍ଲବ ଆଜି ସନ୍ଧ୍ୟାରେ ଦଳର ସଫଳତା କୁନେଇ ବିଜୟ ଉତ୍ସବ ପାଳନ କରିଛି। ବୋଲଗଡ଼ ଠାରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚରେ ଭଞ୍ଜନଗର ଦଳ ସହ ଖୋର୍ଦ୍ଧା…
Read More...

କାଳିଆଗୁଡ଼ା ଅମର ରାଉତ ହତ୍ୟା ଘଟଣାରେ ତିନି ଯୁବକଙ୍କୁ କୋର୍ଟ ଚାଲାଣ ।

ବେଲଗୁଣ୍ଠା,୧୯/୧୨(ପିପିଟି): ଚଳିତ ମାସ ତେର ତାରିଖରେ ଖାରୀଗୁଡ଼ାରୁ ବଡ଼ବୋର୍ସିଂ ରାସ୍ତାରେ କାଳିଆଗୁଡା ଗ୍ରାମର ଡ଼ାକ୍ତର ରାଉତଙ୍କ ପୁଅ ଅମର ରାଉତଙ୍କୁ ଆକ୍ରମଣ କରି ହତ୍ୟା କରିବା ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ତିନି ଜଣ…
Read More...

ଜ୍ଞାନପ୍ରକାଶ ପରିବାର ସୋନପୁର ଜୋନ ପକ୍ଷରୁ ବନ୍ଧୁ ମିଳନ ଓ ସାରସ୍ୱତ ସମାରୋହ ଅନୁଷ୍ଠିତ ।

ଉଲୁଣ୍ଡା,୧୯/୧୨(ପିପିଟି):ଜ୍ଞାନ ପ୍ରକାଶ ପରିବାର ସୋନପୁର ଜୋନ ପକ୍ଷରୁ ଗତକାଲି ସୋନପୁର ଏନ୍ ଜି ଓ ସି ସି ହଲ୍ ଠାରେ ଏକ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ଵତ…
Read More...

ବିଏସଏଫ ତରଫରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ।

ମାଲକାନଗିରି,୧୯/୧୨(ପିପିଟି): ୧୫୧ -ବିଏସଏଫ ବାଟାଲିୟନ କମାଣ୍ଡର ଅଜୟ କୁମାରଙ୍କ ନିର୍ଦ୍ଦେଶ କ୍ରମେ କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମିତ୍ କୁମାର ବିଶ୍ଵକର୍ମାଙ୍କ ସଭାପତିତ୍ୱରେ…
Read More...

ହାଇୱା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ: ପ୍ରଶାସନର ପ୍ରତିଶୃତି ପାଇବା ପରେ ହଟିଲା ରାସ୍ତାରୋକ ଆନ୍ଦୋଳନ ।

ବାଲିଗୁଡା,୧୯/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ(ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି…
Read More...

ଲାଲସିଙ୍ଗି ପଞ୍ଚାୟତରେ ସଫେଇ କାର୍ଯ୍ୟକ୍ରମ ।

ଭଞ୍ଜନଗର,୧୯/୧୨(ପିପିଟି): ଭଞ୍ଜନଗର ବ୍ଲକ ଲାଲସିଙ୍ଗି ପଞ୍ଚାୟତ ଲଣ୍ଡେଇ ସାହିରେ ପରିବେଶକୁ ସ୍ୱଚ୍ଛ ରଖି ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘଦିନ ହେଲା ଅଳିଆ ଆବର୍ଜନା ରେ…
Read More...

ଜୋନାଲ ସ୍ତରୀୟ ଖେଳ ପ୍ରତିଯୋଗିତା ।

କୋଦଳା,୧୮/୧୨(ପିପିଟି): ବେଗୁନିଆପଡା ବ୍ଲକ ବାପୁଜୀ ଷ୍ଟାଡିୟମ ପରିସରରେ ପୁରୁଷୋତ୍ତମପୁର,ଖଲିକୋଟ ଓ ବେଗୁନିଆପଡା ବ୍ଲକର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।…
Read More...

ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର,୧୮/୧୨(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିର ୯ନମ୍ବର ବୁଲାଣି ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡିରହିଥିବା ଖବର ପାଇ ଭଞ୍ଜନଗର ଓ ସୋରଡ଼ା ପୁଲିସ ସେଠାରେ ପହଞ୍ଚି ଶବ ଜବତ…
Read More...