ଭଞ୍ଜନଗର ଠାରେ ବିଶ୍ୱକପ ହକି ଉଦଘାଟନ ଉତ୍ସବର ସିଧାପ୍ରସାରଣ ।

ଭଞ୍ଜନଗର,୧୧/୦୧(ପିପିଟି): ଓଡ଼ିଶାରେ ଚଳିତ ବର୍ଷ ପୁରୁଷ ବିଶ୍ୱକପ ହକିର ଆୟୋଜନ କରାଯାଇଛି। ଆଜି ତାର ଉଦ୍‌ଘାଟନ ଉତ୍ସବ କଟକ ବାରବାଟୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ସହର ମଧ୍ୟରେ ଥିବା ଜେଲ ପଡିଆ ଠାରେ…
Read More...

ମାଲକାନଗିରି ବନଖଣ୍ଡରେ ୧୪,୨୩୦ ପକ୍ଷୀ ଗଣନା;୪୪ ପ୍ରଜାତି ଏବଂ ୩୨ ବିଦେଶାଗତ ।

ମାଲକାନଗିରି,୧୧/୦୧(ପିପିଟି): ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଜଳଚର ପକ୍ଷୀ ଗଣନା ବନ ବିଭାଗ ତରଫରୁ କରାଯାଇଥାଏ। ସେହି ପରି ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଯାଇଛି। ଚଳିତ…
Read More...

ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳିତ ।

ମାଲକାନଗିରି,୧୧/୦୧(ପିପିଟି): ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳିତ ହୋଇଯାଇଛି। ଆଜି ଚିତ୍ରକୋଣ୍ଡା ସହରରେ ବିଶାଳ କଳସ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ…
Read More...

ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ:ଆଲୋଚନା ଚକ୍ର।

ମାଲକାନଗିରି,୧୧/୦୧(ପିପିଟି): ମାଲ୍ୟବନ୍ତ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ "ଇତିହାସ ପୃଷ୍ଠାରେ ଅବିଭକ୍ତ…
Read More...

ମଦ୍ୟପାନର କୁ ପରିଣାମ : ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା: ହତ୍ୟାକାରୀ ଥାନାରେ ଅଟକ : ତଦନ୍ତ ଅବ୍ୟାହତ ।

ବାଲିଗୁଡ଼ା,୧୧/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଘଟଣା ପ୍ରକାରେ…
Read More...

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ।

ବାଲିଗୁଡା,୧୧/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ…
Read More...

ଜମି ଓ ଜଙ୍ଗଲ ଉପରେ ଅଧିକାର ଓ ଗୃହହୀନଙ୍କୁ ଗୃହ ଦାବିରେ କିଷାନ ମଜଦୁର ସଭାର ଧରାକୋଟ ବ୍ଲକ କାର୍ଯ୍ୟଳୟ ସମୁଖରେ ଗଣ…

ଧରାକୋଟ,୧୧/୦୧(ପିପିଟି):ଭୂମିହୀନଙ୍କୁ ଜମି ତଥା ଘରଡିହ ପଟା, ଜଙ୍ଗଲ ଅଧିକାର ଆଇନ ଅନୁଯାଇ ଆଦିବାସୀଙ୍କୁ ଜଙ୍ଗଲଜମି ପଟା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ଯୋଗୁଁ ବାଦ ପଡିଥିବା ସମସ୍ତ…
Read More...

ଲେମନ ଗ୍ରାସ ଫାର୍ମରେ ଅଗ୍ନିକାଣ୍ଡ ।

ଭଞ୍ଜନଗର,୧୧/୦୧(ପିପିଟି): ଭଞ୍ଜନଗର ଥାନା ଅଧୀନ ଦଦରଲୁଣ୍ଡା ଗ୍ରାମ ନିକଟରେ ରହିଥିବା ଏକ ଲେମନ ଗ୍ରାସ୍ ଫାର୍ମରେ ଅଗ୍ନିକାଣ୍ଡ ଘଟି ବହୁ ଶୁଖିଲା ଘାସ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ  ଭଞ୍ଜନଗର ଅଗ୍ନିଶମ ବାହିନୀ…
Read More...

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ।

ବାଲିଗୁଡା,୧୦/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ପ୍ରଥମ ବାର୍ଷିକ କଳା ବିଜ୍ଞାନ ବାଣିଜ୍ୟ ଛାତ୍ରୀ ଙ୍କ ସକାଶେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି।…
Read More...

ମଣ୍ଡିରେ ଧାନ ବିକ୍ରିକୁ ଚାଷୀ ଅସନ୍ତୋଷ;୧୪ ତାରିଖରୁ ଆନ୍ଦୋଳନ କରିବ କଂଗ୍ରେସ ।

ମାଲକାନଗିରି,୧୦/୦୧(ପିପିଟି):ମାଲକାନଗିରି ଜିଲ୍ଲାରେ ମଣ୍ଡି ଖୋଲି ସାରିଥିବା ବେଳେ ଏବେବି ଅନେକ ଚାଷୀଙ୍କୁ ଟୋକନ ମିଳିନଥିବା ବେଳେ ଯେଉଁମାନଙ୍କୁ ମିଳିଛି ତାହା ସେମାନଙ୍କର ଅମଳ ଫସଲର ୨୦ ରୁ ୩୦ ପ୍ରତିଶତ । ଏପଟେ ମଣ୍ଡିରେ…
Read More...