ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

ପୋଲସରା,୨୦/୦୧(ପିପିଟି): ଆଜି ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମହିଳା ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିରର ଉଦଯାପିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସମ୍ମାନୀୟ ଅଶୋକ ବିଷୋୟୀ ମହୋଦୟ…
Read More...

ବିଦ୍ୟାଳୟ ଖେଳପଡ଼ିଆ ଭିତରେ ପଞ୍ଚାୟତ ସହାୟତା କେନ୍ଦ୍ର ନ କରିବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଖଣ୍ଡୁରୁ…

ପୋଲସରା,୨୦/୦୧(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନ ଖଣ୍ଡୁରୁ ଗ୍ରାମବାସୀ ଶୁକ୍ରବାର ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ଅନୁପସ୍ଥିତି ରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ…
Read More...

ବାଘ ଚମଡା ଜବତ ,୩ ଅଭିଯୁକ୍ତ ଗିରଫ ।

ମାଲକାନଗିରି,୧୯/୦୧(ପିପିଟି): ମାଲକାନଗିରି ଜିଲ୍ଳାରେ ବନବିଭାଗ ପକ୍ଷରୁ କଲରାପତରିଆ ବାଘ ଚମଡା ଜବତ କରାଯିବ ସହ ଏଥିରେ ସଂପୃକ୍ତ ୩ ଜଣ ଆସାମୀଙ୍କୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ମାଲକାନଗିରି ବନଖଣ୍ଡ…
Read More...

ପୁଣି ଏକ ଦନ୍ତାର ମୃତଦେହ ଉଦ୍ଧାର ।

ବେଲଗୁଣ୍ଠା,୧୯/୦୧(ପିପିଟି):ପୁଣି ଏକ ଦନ୍ତାର ମୃତ୍ୟୁ।ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ ମାଣପୁର ଗ୍ରାମ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳୁ…
Read More...

ଓଡ଼ିଶାର ନିଜସ୍ବ ପର୍ବ ବକୁଳ ପୂଜା ବା ବଉଳଫୂଲର ପୂଜା।

ବୋଲଗଡ଼,୧୯/୦୧(ପିପିଟି): ପୌଷମାସ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ନାମରେଖ୍ୟାତ। ଏହିଦିନରେ ଓଡିଶାର ପୁରପଲ୍ଲୀ ଆବାହନ କାଳରୁ ପାରମ୍ପରିକ ରିତିରେ ଏହି ଉତ୍ସବ ପାଳିତ ହୋଇ ଆସୁଅଛି। ଏହି ବଉଳ ଅମାବାସ୍ୟା ରେ ଖୋଜାପଡେ…
Read More...

ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ; ଅଭିଯୁକ୍ତ ଜ୍ୱାଇଁକୁ ଅଟକ ରଖିଛି ପୋଲିସ ।

ବାଲିଗୁଡ଼ା,୧୮/୦୧(ପିପିଟି):ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଗୁଳିମରା ସାହିର…
Read More...

ଜାନୁଆରୀ ୨୨ ଓ ୨୩ ଦୁଇଦିନ ଧରି ଭୁବନେଶ୍ୱରରେ ହେବ ଫରୱାର୍ଡ଼ ବ୍ଲକ୍‌ର ଦଶମ ରାଜ୍ୟ ସମ୍ମିଳନୀ ।

ଭୁବନେଶ୍ୱର,୧୮/୦୧(ପିପିଟି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’ ର ଦଶମ ରାଜ୍ୟ ସମ୍ମିଳନୀ ଆସନ୍ତା ଜାନୁଆରୀ ୨୨ ଓ ୨୩, ୨୦୨୩ ଦୁଇଦିନ ଧରି ଭୁବନେଶ୍ୱର ୟୁନିଟ୍‌…
Read More...

କନ୍ଧମାଳ ଜିଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ ।

କନ୍ଧମାଳ,୧୮/୦୧(ପିପିଟି): କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀରେ ଗତ ୫ ଦିନ ଧରି ଆରମ୍ଭ ହୋଇଥିବା କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଜିଲ୍ଲାର ୧୨ ଟି ବ୍ଳକରୁ ୭୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗନେଇଥିଲେ ।…
Read More...

କବି କେଶବ ଚନ୍ଦ୍ର ନାୟକଙ୍କ କବିତା ସଂକଳନ “ମେଘ ମହ୍ଲାର” ଉନ୍ମୋଚିତ ।

ମାଲକାନଗିରି,୧୮/୦୧(ପିପିଟି): ମାଲ୍ୟବନ୍ତ ମହୋତ୍ସବର ତୃତୀୟ ଦିବସ ମୁକ୍ତାକାଶ ରଙ୍ଗ ମଞ୍ଚରେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ "ମେଘ ମହ୍ଲାର" କବିତା ସଂକଳନ ପୁସ୍ତକ ମୁଖ୍ଯ ଅତିଥି ଅନୁସୂଚିତ…
Read More...

ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ବାଲିଗୁଡା,୧୮/୦୧(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌…
Read More...