ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ଅକାଳ ବିୟୋଗ ।

ବ୍ରହ୍ମପୁର,୨୫/୦୧: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁ । ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ…
Read More...

ଅପ୍ରେଲ ୫ ଦିଲ୍ଲୀ ଅଭିଯାନ ପାଇଁ ଶ୍ରମିକ,କୃଷକ ଓ କ୍ଷେତ ମଜଦୁରଙ୍କ ମିଳିତ କନଭେନସନ।

ରଣପୁର,୨୩/୦୧(ପିପିଟି):ସି ଆଇ ଟି ୟୁ ,ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ ମଜଦୂର ୟୁନିୟନ ମିଳିତ ସମନ୍ୱୟ କମିଟି ତରଫରୁ ୨୩ ଜାନୁୟାରୀ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ…
Read More...

ଆମ ଆଦମୀ ପାର୍ଟି ତରଫରୁ ପରିବର୍ତ୍ତନ ସଂକଳ୍ପ ଯାତ୍ରା।

ବୋଲଗଡ଼,୨୩/୦୧(ପିପିଟି):ଆଜି ମହାନ ସ୍ବାଧିନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟୀ ବେଗୁନିଆ ବୋଲଗଡ଼ ବିଧାନ ସଭା କ୍ଷେତ୍ରର କର୍ମୀ ମାନଙ୍କୁ ନେଇ ଏକ ପରିବର୍ତ୍ତନ…
Read More...

ବ୍ରହ୍ମାକୁମାରୀ ଗୀତାପାଠଶାଳା ଉଦ୍‌ଘାଟିତ ।

ବେଲଗୁଣ୍ଠା,୨୨/୦୧(ପିପିଟି):ବେଲଗୁଣ୍ଠା ବ୍ଲକ ନିକଟସ୍ଥ ଉଢୁରାଠାରେ ବ୍ରହ୍ମାକୁମାରୀ ଗୀତାପାଠଶାଳା ଉଦଘାଟନ ହୋଇଛି । ଆଧ୍ୟାତ୍ମିକ ବାର୍ତ୍ତା ପ୍ରେରଣ ନିମନ୍ତେ ଉଢୁରା ଓ କୋକଲୁଣ୍ଡା ଗ୍ରାମରେ ଶାନ୍ତି ଶୋଭାଯାତ୍ରାର ଆୟୋଜନ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ।

ଉଲୁଣ୍ଡା,୨୧/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଦାନୀ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ମାଲକାନଗିରି ଜିଲ୍ଲାବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୬୩୯ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ।

ମାଲକାନଗିରି,୨୧/୦୧(ପିପିଟି): ମାଲକାନଗିରି ଜିଲ୍ଲାର ଆଜି ବି ଉତ୍କଟ ପାନୀୟ ଜଳ ସମସ୍ଯା ଲାଗି ରହିଛି। ଅନେକ ଗ୍ରାମର ଲୋକମାନେ ଝରଣା, ନଦୀ ଏବଂ ଗଡିଆରୁ ଦୁଷିତ ଜଳ ପାନ କରି ପାଣି ଝାଡା ବାନ୍ତିର ଶିକାର ହୋଇ ମୃତ୍ୟୁବରଣ…
Read More...

ଓଡ଼ିଶା ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି -୬ର ସବ୍ କମିଟି -୩ ଙ୍କ ମାଲକାନଗିରି ପରିଦର୍ଶନ ।

ମାଲକାନଗିରି,୨୧/୦୧(ପିପିଟି): ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୬ ର ସବ୍- କମିଟି -୩ ର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଏକ ଦଳ ୧୭ ଜାନୁଆରୀ ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ…
Read More...

ବେଲଗୁଣ୍ଠା ବିଜ୍ଞାନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ।

ବେଲଗୁଣ୍ଠା,୨୧/୦୧(ପିପିଟି):ବେଲଗୁଣ୍ଠା ମହିଳା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ସଭାପତିତ୍ବ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ଉଦ୍‌ଘାଟିତ ହୋଇଯାଇଛି । ୮ ଦିନ ଧରି…
Read More...

ବ୍ଳକ କଲୋନୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ।

ବାଲିଗୁଡା,୨୦/୦୧(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଳକ କଲୋନୀ ଉ.ପ୍ରା.ବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶିଶିର କାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ହୋଇ…
Read More...

ବିଧାୟିକାଙ୍କ ଦ୍ବାରା କଲ୍ୟାଣ ମଣ୍ଡପ ଉଦଘାଟିତ।

କୋଦଳା,୨୦/୦୧(ପିପିଟି): ଶୁକ୍ରବାର କୋଦଳା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ବିଧାୟିକା ହାତ ପାଣ୍ଠିରୁ ଦୁଇ ପର୍ଯ୍ୟାୟରେ ୬୫୦୦୦୦ ଟଙ୍କା ରେ ନିର୍ମିତ କଲ୍ୟାଣ ମଣ୍ଡପ ସଂପୂର୍ଣ୍ଣିକରଣ କାର୍ଯ୍ୟର ଶୁଭ ଉଦଘାଟନ…
Read More...