ମହାନ ସଂଘ ର ୩୭ତମ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,୦୧/୦୨(ପିପିଟି):ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ, କ୍ରୀଡା ଅନୁଷ୍ଠାନ ମହାନ୍ ସଂଘର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ କରିବା ନେଇ ଏକ ପ୍ରସ୍ତୁତି ବୈଠକ ସଂଘର କାର୍ଯ୍ୟାଳୟ ସଭାପତି ସୁଶାନ୍ତ କୁମାର…
Read More...

ଚିକିଟି ପେଣ୍ଠରେ ଦୁଇଟି ବୋମା ବିସ୍ଫୋରଣ; ଲୋକେ ଭୟଭୀତ।

ବ୍ରହ୍ମପୁର,୦୧/୦୨(ପିପିଟି):ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ବଜାର ଏବେ ଯାହା ଅଶାନ୍ତ ହୋଇ ପଡ଼ିଛି । ଆଜି ଭୋର ସକାଳ ପ୍ରାୟ ୪:୩୦ ମିନିଟ୍ ସମୟ ସତ୍ୟ ନାରାୟଣ ସାହୁଙ୍କ ଘର ଉପରେ…
Read More...

ବାର୍ଦ୍ଧକ୍ଯ ଭତ୍ତା ନପାଇ ହଟ୍ଟହଟ୍ଟା;ପ୍ରଶାସନ ସ୍ଥାଣୁ ।

ମାଲକାନଗିରି,୦୧/୦୨(ପିପିଟି):ଗୋରାଖୁଣ୍ଟା ପଞ୍ଚାୟତର କୁରୁସୁବାଡ଼ା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତାଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୁରସୁବାଡା ଗ୍ରାମ ସମେତ ପନାରଗୁଡା,…
Read More...

ଏମଭି-୧୭ରେ ଜବର ଦଖଲ ଉଚ୍ଛେଦ ।

ମାଲକାନଗିରି,୦୧/୦୨(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମରେ ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଷ୍ଟଲ ନିର୍ମାଣ କରିଥିବା ପ୍ରଶାସନ ଜାଣିବା ପରେ ଆଜି ଉଛେଦ କରିଛି। ପ୍ରକାଶ ଥାଉକି…
Read More...

ଚାଲାଣ ଗୁଡାରେ ମାଉଲୀ ମା’ ଯାତ୍ରା ଉଦଯାପନ ।

ମାଲକାନଗିରି,୦୧/୦୨(ପିପିଟି):ଚାଲାଣଗୁଡା ଠାରେ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ଆଜି ଉଦଯାପନ ହୋଇଯାଇଛି । ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସଂଧ୍ଯାରେ ମାଉଲୀ ମା’ଙ୍କୁ ନୂଆଗୁଡା ଠାରୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର…
Read More...

ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଗାଁ କୁ ଚାଲ୍ ଅଭିଯାନ ।

ହିଞ୍ଜିଳିକାଟୁ,୦୧/୦୨(ପିପିଟି):ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗାଁ କୁ ଚାଲ୍ ଅଭିଯାନ ର ୭ମ ଦିନରେ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତର ଗୋପିନାଥପୁର ଗ୍ରାମର…
Read More...

କମିବାରେ ଲାଗିଛି ଗୁଣ୍ଡୁଚି ମୂଷା; ଚିନ୍ତାରେ ପରିବେଶବିତ୍।

ବୋଲଗଡ଼,୦୧/୦୨(ପିପିଟି): ଗୁଣ୍ଡୁଚି ମୂଷା ଏକ ସରିସୃପ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ ଅଟେ।ପାଠ୍ୟ ପୁସ୍ତକ ଅନୁସାରେ ବିଶ୍ଵରେ ମୋଟ ୨୮୫ପ୍ରଜାତିର ଗୁଣ୍ଡୁଚିମୂଷା ଦେଖାଯାଏ। ୩୦ମିଟର ଉଚତା ଉପରୁ ଖସିପଡିଲେ ଏହାର କିଛି…
Read More...

ଆମ ପୋଲିସ ସମିତି ବୈଠକ ।

ଭଞ୍ଜନଗର,୩୧/୦୧(ପିପିଟି): ଆମପୁଲିସ ସମିତି ପକ୍ଷରୁ ଭେଜିପୁଟ ବଡଦାଣ୍ଡ ସାହିରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଘରେ ମହିଳା ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ପରିବାର ଲୋକ ଘରୁ ବାହାରିବା ସମୟରେ…
Read More...

ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ।

ଭଞ୍ଜନଗର,୩୧/୦୧(ପିପିଟି): ଭଞ୍ଜନଗର ଥାନା ବୁଦୁଲି ଗ୍ରାମରେ ଥିବା ଏକ ବିଶ୍ରାମାଗାରରୁ ଜଣେ ଅଜଣା ବୃଦ୍ଧାଙ୍କର ମୃତଦେହ ସୋମବାର ସକାଳେ ପୁଲିସ ଉଦ୍ଧାର କରିଛି।ଗତକାଲି ସକାଳେ ଏହି ଗ୍ରାମର ସୁନୀଲ କୁମାର ବିଷୋୟୀ ଆସି…
Read More...

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ।

ବେଲଗୁଣ୍ଠା,୩୦/୦୧(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ତଥା ନେହେରୁ ଯୁବକେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘ ମିଳିତ ସହଯୋଗରେ ଜାତୀୟ…
Read More...