ସମ୍ପନ୍ନ ହେଲା ବୀରମହାରାଜପୁର ଅଞ୍ଚଳର ହରିହର ଭେଟ ବା ଫଗୁନ ପୁନି ଯାତ୍ରା :ଉପଭୋଗ କଲେ ହଜାର ହଜାର ଶ୍ରଦ୍ଧାଳୁ ।

ଉଲୁଣ୍ଡା,୦୯/୦୩(ପିପିଟି): ଦୁଇ ବର୍ଷର କୋଭିଡ କଟକଣା ପରେ ଏ ବର୍ଷ ଖୁବ ଧୁମ ଧାମରେ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଐତିହ୍ୟ ସମ୍ପନ୍ନ ଦୋଳ ମହୋତ୍ସବ ବା ଫଗୁନ ପୁନି ଯାତ୍ରା । ଶ୍ରଦ୍ଧା ଓ ଭକ୍ତି…
Read More...

ପୋଲସରା ବ୍ଲକ୍ କାର୍ଯ୍ୟାଳୟ ପରିସର ପାଲାଟିଛି ନିଶାଡିଙ୍କ ଆଶ୍ରୟସ୍ଥଳୀ ।

ପୋଲସରା,୦୯/୦୩(ପିପିଟି): ପୋଲସରା ବ୍ଳକ୍ କାର୍ଯ୍ୟଳୟ ପରିସର ନିଶାଡିଙ୍କ ଆଶ୍ରୟସ୍ଥଳି ପାଲାଟିଛି । ଏହିଭଳି ବିରଳଦୃଶ୍ୟ ସରକାରୀ ଏବିଡିଓଙ୍କ ସରକାରୀ ବାସଗୃହ ପରିସର ମଧ୍ୟରେ ମଦବୋତଲ ପଡିଥିବା ଦୃଶ୍ୟ ସର୍ବସାଧାରଣ ମନରେ…
Read More...

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ ।

ବାଲିଗୁଡ଼ା,୦୯/୦୩(ପିପିଟି):ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ…
Read More...

ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ ।

ବାଲିଗୁଡା,୦୮/୦୩(ପିପିଟି):ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ…
Read More...

କୁଲାଡରେ ଧୁମଧାମରେ ଦୋଳ ଯାତ୍ରା ଅନୁଷ୍ଠିତ ।

ଭଞ୍ଜନଗର,୦୭/୦୩(ପିପିଟି):ତିନିଶହ ବର୍ଷ ପୁରାତନ ଐତିହ୍ୟ ଦୋଳ ଯାତ୍ରା କୁଲାଡ ଠାରେ ଧୁମଧାମ ସହକାରେ ଅନୁଷ୍ଠିତ ହୋଇଯାଇଛି। ୧୭୬୦ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି ଏହି ମେଳଣ ପର୍ବ। ବକୁଳ ଭୂଷଣ ଆଚରିଆର ଶ୍ରୀ ରଙ୍ଗମ ତିରୁଚିର…
Read More...

କନ୍ଧମାଳର ୬୨ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ : ମାଓ ଇଲାକାରେ ଥାନା ପରିସରରେ କରାଯାଇଛି ନୋଡାଲ…

କନ୍ଧମାଳ,୦୭/୦୩(ପିପିଟି):ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ-୨ ମାଟ୍ରିକ ପରୀକ୍ଷାରେ ‌କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା…
Read More...

ମେଧାବୀ ଛାତ୍ର ଦେବାଶିଷଙ୍କ ସ୍ମୃତିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।

ବେଲଗୁଣ୍ଠା,୦୭/୦୩(ପିପିଟି):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ଛାତ୍ର ସ୍ୱର୍ଗତ ଦେବାଶିଷ୍ ବେବର୍ତ୍ତାଙ୍କ ଦ୍ୱାଦଶାହ ତିଥିରେ ସ୍ଵର୍ଗତ ଆତ୍ମାର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ମାଗଣା…
Read More...

ଜମୁଛି ପ୍ରଥମ ଏକତା ମହୋତ୍ସବ ; ଲୋକଗୀତ ଓ ଲୋକଵାଦ୍ୟରେ ଦୁଲୁକୁଛି ମଞ୍ଚ ।

ଉଲୁଣ୍ଡା,୦୬/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଦଳୀପାଲି ଛକରେ ଚାଲିଥିବା ଏକତା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବର୍ଣ୍ଣିଳ ଲୋକନୃତ୍ୟ ଓ ଗୀତରେ ଭର୍ଣ୍ଣି ମଞ୍ଚ ଦୁଲୁକି ଉଠିଛି । ମୁଖ୍ୟ ଆୟୋଜକ…
Read More...

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ।

ଭଞ୍ଜନଗର,୦୬/୦୩(ପିପିଟି): ଆମ ଦେଶର ବହୁ ଜନସାଧାରଣ ନିଜ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଜୀବନ ବୀମା ନିଗମ ସଂସ୍ଥାରେ ନିଜ ସଞ୍ଚିତ ଅର୍ଥକୁ ଜମା କରିଛନ୍ତି । ହେଲେ ଏହାର ଫାଇଦା ଉଠାଇ ନିରୀହ…
Read More...

ଜଳୁଛି ଉତ୍ତର ଘୁମୁସର ବନଖଣ୍ଡ; ନିଆଁ ଲିଭାଇବାକୁ ଚାଲିଛି ଉଦ୍ୟମ ।

ଭଞ୍ଜନଗର,୦୬/୦୩(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ହୁତୁ ହୁତୁ ହୋଇ ଜଳୁଛି। ଜଙ୍ଗଲ ଖରା ତାତି ସାଙ୍ଗକୁ ଜଙ୍ଗଲ ପୋଡି ଧୂଆଁ ଜନଜୀବନକୁ କଲବଲ କରୁଛି । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧୀନରେ ଥିବା…
Read More...