ବାଲିଗୁଡା ଉପଖଣ୍ଡ ରେ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ।

ବାଲିଗୁଡା,୧୫/୧୨ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ନୂତନ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶିବ ଶଙ୍କର ସମରଥ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାର ସୂଚନା ଓ ଲୋକ…
Read More...

ନିୟନ୍ତ୍ରିତ ବଜାର କମିଟିର ସଚେତନତା ରଥର ଶୁଭାରମ୍ଭ ।

ବ୍ରହ୍ମପୁର,୧୫/୧୨(ପିପିଟି): ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟିର କପା ମଣ୍ଡି ପରିସରରେ ୨୦୨୫-୨୬ ଖରିଫ ବର୍ଷରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ଓ ମାଣ୍ଡିଆ ସରକାରୀ ମଣ୍ଡି ରେ ବିକ୍ରି କରିବା ନିମନ୍ତେ ବ୍ରହ୍ମପୁର…
Read More...

ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ।

ପୋଲସରା ,୧୫/୧୨(ପିପିଟି) :ପେନସନ, ସୁରକ୍ଷା, ପ୍ରେଷ୍ଟିଜ୍ ଓ ଅଧିସ୍ୱୀକୃତି ଦାବୀ— ସରକାର ଘୋଷଣା ନ କଲେ ଓୟୁଜେ ଆନ୍ଦୋଳନକୁ ଓଲ୍ହାଇବ ପୁରୁଷୋତ୍ତମପୁର ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ ଛତ୍ରପୁର…
Read More...

ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଉଦଘାଟିତ ।

ସୁବର୍ଣ୍ଣପୁର ,୧୫/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ରୟାଲ ପଡିଆ ଠାରେ ରବିବାର ଦିନ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା - ୨୦୨୫ ଉଦଘାଟିତ ହୋଇଯାଇଛି…
Read More...

ପଲ୍ଲୀ ବିକାଶ ସ୍ବେଛାସେବୀ ସଂଗଠନ ଦ୍ଵାରା ଆୟୋଜିତ ଗ୍ରାମ୍ୟ ମହୋତ୍ସବ ଉଦଯାପିତ ।

ହିଞ୍ଜିଳିକାଟୁ, ୧୪/୧୨(ପିପିଟି): ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପଲ୍ଲୀ ବିକାଶ ଦ୍ଵାରା ଆୟୋଜିତ ହୋଇଥିବା ତ୍ରି ଦିବସୀୟ କାର୍ଯ୍ୟକ୍ରମ ଉତ୍ସବ ଉଦଯାପନୀ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସଂଗଠକ ସୀତାରାମ…
Read More...

ଗୁରୁ ପି. କେଦାର ଦୋରା ଥିଲେ ଜଣେ ସମର୍ପିତ ସଂକୀର୍ତ୍ତନ ନିର୍ଦ୍ଦେଶକ ।

ବେଗୁନିଆପଡା,୧୪/୧୨(ପିପିଟି):ବେଗୁନିଆପଡା ସନ୍ନିକଟ ରାଗପୁର ଗ୍ରାମ ଠାରେ ପ୍ରଥିତଯଶା ସଂକୀର୍ତ୍ତନ ଗୁରୁ ପି. କେଦାର ଦୋରାଙ୍କ ଦ୍ୱାଦଶାହ ଅବସରରେ ଏକ ସଂକୀର୍ତ୍ତନ ସମାରୋହ ନାଟ୍ୟ ଗୁରୁ ଇନ୍ଦ୍ରମଣି ସାସମଲ ଏବଂ…
Read More...

ଶ୍ରମିକଙ୍କ ମଜୁରୀ ବୃଦ୍ଧି ନକରି କୋଟିପତି ବିଧାୟକମାନଙ୍କ ୩ ଗୁଣ ଦରମା ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର ଦାବି ।

ଭୁବନେଶ୍ୱର,୧୪/୧୨(ପିପିଟି): ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମାଷ୍ଟର କେଣ୍ଟିନ ଠାରେ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା।…
Read More...

କୋଟଗଡ଼ ଅଭୟାରଣ୍ୟରେ ହାତୀ ଆତଙ୍କ: କପା,ମୁଗ,ବିରି ଫସଲ ନଷ୍ଟ ।

ବାଲିଗୁଡ଼ା, ୧୪/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ ଓ ଦୁର୍ଗାପାଙ୍ଗା ସେକ୍ସନର କିଛି ଅଞ୍ଚଳରେ ଉତ୍ପାତ…
Read More...

ଯାଜପୁର ଜାତୀୟ ସବୁଜ ବାହିନୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ପ୍ଲାଷ୍ଟିକ ପରିଚାଳନା ସମ୍ବନ୍ଧିୟ ଏକ ଦିବସିୟ ଦକ୍ଷତା…

ଯାଜପୁର,୧୩/୧୨(ପିପିଟି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ, ଜିଲ୍ଲା କାର୍ଯ୍ୟ କାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ଲାଷ୍ଟିକ…
Read More...

ଯାଜପୁରରେ ସାଂସଦ ଖେଳ ମହୋତ୍ସବ ଉଦଯାପିତ ।

ଯାଜପୁର,୧୩/୧୨(ପିପିଟି): ଯାଜପୁର ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ସାଂସଦ ଖେଳ ମହୋତ୍ସବ-୨୦୨୫ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ…
Read More...