ବଡ଼ କୋଦଣ୍ଡା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳନ ।

ଭଞ୍ଜନଗର,୨୨/୦୩(ପିପିଟି):ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ଜଳଦିବସ ଜାତୀୟ ସବୁଜ ବାହିନୀ, ଇକୋ କ୍ଲବ ତରଫରୁ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ: ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍ ।

ବାଲିଗୁଡ଼ା,୨୨/୦୩(ପିପିଟି): ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି…
Read More...

ନବାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା ।

ଉଲୁଣ୍ଡା,୨୨/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ପଞ୍ଚାୟତ ଅନ୍ତର୍ଗତ ଚମ୍ପାପୁର ଗଡଭିତର ଠାରେ ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ନବାହ ପାରାୟଣ ଓ ପ୍ରବଚନ ପାଇଁ ଆଜି କଳସ ଶୋଭା…
Read More...

ଦେଶୀ ରନ୍ଧା ମଦ ଜବତ,ଜଣେ ଗିରଫ ।

ଉଲୁଣ୍ଡା,୨୨/୦୩(ପିପିଟି): ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡ ନିକଟରେ ଆଜି ବେଆଇନ ମଦ ଚୋରାଚାଲାଣ କରୁଥିବା ସମୟରେ ଜଣକୁ ଗିରଫ କରିବା ସହ ମଦ ଜବତ କରିଛି। ସୁବଳୟା ଥାନା ଅନ୍ତର୍ଗତ କୁଶଦାଦାର ଗ୍ରାମର…
Read More...

ମାଲକାନଗିରି ବନଖଣ୍ତ ତରଫରୁ ବିଶ୍ବ ବନ ଦିବସ ପାଳିତ ।

ମାଲକାନଗିରି,୨୧/୦୩(ପିପିଟି):ମାଲକାନଗିରି ବନଖଣ୍ଡ ଆନୁକୂଲ୍ଯରେ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପାଲ୍ଲୀ,ଏସିଏଫ କନ୍ଦନ ସିଂ,ରାମକୃଷ୍ଣ ଚୌଧୁରୀ ଯୋଗ ଦେଇ…
Read More...

ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ସାମିଲ୍ ହେଲେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ।

ବାଲିଗୁଡ଼ା,୨୧/୦୩(ପିପିଟି):ଜଙ୍ଗଲ ନିଆଁକୁ କେମିତି ଆୟତ୍ତ କରିହେବ ଏବଂ ମୂଲ୍ୟବାନ ଗଛ ସହ ଜୀବ ଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସବୁ ବନଖଣ୍ଡରେ ସଚେତନତା କାଯ୍ୟକ୍ରମ ଜାରୀ ରହିଛି । ଏହାରି ଭିତରେ…
Read More...

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର,ଜଣେ ଆହତ ।

ବାଲିଗୁଡ଼ା,୨୧/୦୩(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ…
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ;ଜଣେ କନେଷ୍ଟବଳ ସଂପୃକ୍ତ ।

ମାଲକାନଗିରି,୨୦/୦୩(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ମାର୍କାପଲ୍ଲୀ ହାଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆସାମୀ ଗିରଫ ହୋଇଥିବା ବେଳେ ତନ୍ମଧ୍ଯରୁ ଜଣେ କନେଷ୍ଚବଳ ମଧ୍ଯ ଗିରଫ ହୋଇଥିବା ଜଣା ପଡିଛି । ପ୍ରାପ୍ତ…
Read More...

ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ ।

ମାଲକାନଗିରି,୨୦/୦୩(ପିପିଟି):ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି…
Read More...

ଓଡ଼ିଶା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୨୦/୦୩(ପିପିଟି):୮୮ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ନେଇ ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ…
Read More...