ରାଜ୍ୟ ସରକାରଙ୍କ ମାତ୍ର ୧୨ ଟଙ୍କା ଦୈନିକ ମଜୁରୀ ବୃଦ୍ଧି ଶ୍ରମିକ ସମାଜ ପ୍ରତି ଉପହାସ: ଟି.ୟୁ.ସି.ଆଇ ।

ଭୁବନେଶ୍ୱର,୦୭/୦୪(ପିପିଟି): ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବୃଦ୍ଧି ହୋଇ ହୋଇ ଚାଲିଥିବା ସମୟରେ ନବୀନ ସରକାରଙ୍କ ଗୁରୁ ଦାୟିତ୍ବ ଥିଲା ଯେ, ଶ୍ରମିକମାନଙ୍କ ଉପରୁ ଦରଦାମ୍ ବୃଦ୍ଧିକୁ ହାଲକା କରିବା ପାଇଁ…
Read More...

ନୂତନ ଅନ୍ତେବାସିନୀ ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ।

କନ୍ଧମାଳ,୦୬/୦୪(ପିପିଟି):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡୀ ପଦର ଠାରେ ନୂତନ ଅନ୍ତେବାସି ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ କୋଭିଡ୍ ମହାମାରୀ…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ”ପାଳିତ ।

ବାଲିଗୁଡ଼ା,୦୬/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ "ନାଦବ୍ରହ୍ମ" ପାଳିତ ହୋଇଯାଇଛି। ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ…
Read More...

ରାଜପୁର ଗ୍ରାମରେ ପାନୀୟ ଜଳ ସଙ୍କଟ, ୫ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ବସୁଧା ଜଳ ପ୍ରକଳ୍ପ ।

ଦିଗପହଣ୍ଡି,୦୬/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଅଧିନ ରାଜପୁର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ ମାରିଥିବା ଜଣାପଡ଼ିଛି । ଦୀର୍ଘ ୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ପାନୀୟ…
Read More...

ବିଶ୍ଵାମିତ୍ର ହରପାଲ ଭଞ୍ଜନଗର ନୂତନ ଏସଡ଼ିପିଓ ।

ଭଞ୍ଜନଗର,୦୬/୦୪(ପିପିଟି):ଭଞ୍ଜନଗର ରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ବିଶ୍ଵାମିତ୍ର ହରପାଲ ଦାୟିତ୍ୱ ଗ୍ରହଣ କରିଛନ୍ତି କରିଛନ୍ତି। ଏଥି ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟାଳୟରେ ଡ଼ିଏସପି ରୂପେ କାର୍ଯ୍ୟ…
Read More...

ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଏସବିଆଇର ଡେପୁଟି ମ୍ୟାନେଜର ଗିରଫ ।

କନ୍ଧମାଳ,୦୬/୦୪(ପିପିଟି):କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଋଣ ନାଁରେ ଠକେଇ ଘଟଣାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ମଚାରୀ ଜଣକ…
Read More...

ସ୍ୱାମୀ ଦେହରେ ସ୍ତ୍ରୀ ନିଆଁ ଲଗେଇବା ଘଟଣା; କଟକରେ ବୃଦ୍ଧଙ୍କ ମୃତ୍ୟୁ ।

ଭଞ୍ଜନଗର,୦୫/୦୪(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ କଳହ କୁନେଇ ସ୍ତ୍ରୀ ନିଜ ସ୍ୱାମୀ ଦେହରେ ନିଆଁ ଲଗେଇ ଦେଇଥିବା ଘଟଣାରେ ଗୁରୁତର ଥିବା ସ୍ୱାମୀ ପ୍ରଫୁଲ କୁମାର ସାବତ(୭୩)…
Read More...

ଆକ୍ସିସ ବ୍ୟାଙ୍କ ନିକଟରୁ ଟଙ୍କା ଲୁଟ୍‌ ଘଟଣା: କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ;୬ ଜଣ ଗିରଫ ।

କନ୍ଧମାଳ,୦୫/୦୪(ପିପିଟି):କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା…
Read More...

ପିପିଟି ପକ୍ଷରୁ ଏଏସପି ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ସମ୍ମାନିତ ।

ଭୁବନେଶ୍ବର,୦୫/୦୪(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା,ସିଆଇଡି କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ତାଙ୍କର କାର୍ଯ୍ଯ ଦକ୍ଷତା ପାଇଁ…
Read More...

ଅଗ୍ନିକାଣ୍ଡ ଯୋଗୁଁ ତିନି ବଖରା ଘର ଧ୍ବଂସ ।

ମାଲକାନଗିରି,୦୪/୦୪(ପିପିଟି):ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ବିଦ୍ୟୁତ ସଟ୍‌ ସର୍କିଟ୍‌ ଯୋଗୁଁ ଏହି…
Read More...