ଚିତ୍ରକୋଣ୍ଡା ସଂରକ୍ଷିତ ଆସନ ପାଇଁ ୫ ପ୍ରାର୍ଥୀ କଲେ ନାମାଙ୍କନ।
ମାଲକାନଗିରି ,୨୫/୦୪(ପିପିଟି) : ଆଜି ହେଉଛି ନାମାଙ୍କନ ପତ୍ର ଦାଖାଲ କରିବାର ଶେଷ ଦିନ।ଚିତ୍ରକୋଣ୍ଡା ବିଧାନସଭା ଆସନଟି ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା ବେଳେ ଆଜି ୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।…
Read More...
Read More...