ସତ୍ୟବାଦୀ ଜୁନିୟର କଲେଜରେ ‘ଯୁବ ଓଡିଶା ନବୀନ ଓଡ଼ିଶା’ ଓ ବିପର୍ଯ୍ୟୟ ପରିଚାଳନା ଶିବିର ।
ଉଲୁଣ୍ଡା ,୦୫/୧୨(ପିପୀଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଳାପଥର ସତ୍ୟବାଦୀ ଜୁନିଅର କଲେଜ ପରିସରରେ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ…
Read More...
Read More...