ମଣିଷ ବାଘ ଲୋକ ନୃତ୍ୟ ପାଇଁ ଭାରତୀୟ ଏକକ ଉତ୍କୃଷ୍ଟତା ପୁରସ୍କାର ପାଇବେ ମହେନ୍ଦ୍ର ।

ବେଲଗୁଣ୍ଠା ,୦୭/୦୬(ପିପିଟି): ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ସମ୍ପୁର୍ଣ୍ଣ ନିଆରା ।ଏହି ଜିଲ୍ଲାର ବିଭିନ୍ନ କୁଟୀର ଶିଳ୍ପ,ଲୋକ ନୃତ୍ୟ, ପରମ୍ପରା ଆଜି ବିଶ୍ବବିଦିତ । କିଛି ଲୋକନୃତ୍ୟ ଆତ୍ମଗୋପନ କରିଥିବା ବେଳେ ଆଉ କିଛି…
Read More...

ବିଦେଶୀ ମଦ ସହ ଜଣଙ୍କୁ ଗିରଫ କଲା ଚମାଖଣ୍ଡି ଥାନା ପୋଲିସ୍ ।

ବ୍ରହ୍ମପୁର, ୦୭/୦୬(ପିପିଟି): ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକୁଡିବନ୍ଧ ଛକ ଠାରେ ଏକ ପିକଅପ୍ ଭେନ ରୁ ୨୨୦ କାର୍ଟୁନ ବିଦେଶୀ ମଦ ଜବତ କଲା ଚମାଖଣ୍ଡି ଥାନା ପୋଲିସ୍ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରରେ…
Read More...

ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ହେଲେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ସଭାପତି ।

ବେଲଗୁଣ୍ଠା,୦୬/୦୬(ପିପିଟି):ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସଙ୍ଗଠକ ତଥା ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର…
Read More...

ଜାଲ୍ ଶିକ୍ଷକ ଚିହ୍ନଟ, ଡିଇଓଙ୍କ ବଦଳି, ଚିନିକଳର ଆଧୁନିକୀକରଣ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଫରୱାର୍ଡ…

ଛତ୍ରପୁର,୦୬/୦୬(ପିପିଟି): ଗଞ୍ଜାମ ଜିଲ୍ଲାରେ ବିକାଶ ଯେଉଁ ମାତ୍ରାରେ ବଢିବା କଥା ସେହି ଅନୁଯାଇ ହୋଇ ନାହିଁ । ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି…
Read More...

ବନବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ।

ଉଲୁଣ୍ଡା,୦୫୵୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ.ପତ୍ରାପାଲି ଗ୍ରାମଠାରେ ଆଜି ଉଲୁଣ୍ଡା ବନବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ସିଣ୍ଢୋଲ ଫରେଷ୍ଟର ଗୋପାଳ ପଣ୍ଡାଙ୍କ…
Read More...

ମାଲକାନଗିରି ବନଖଣ୍ଡରେ ବିଶ୍ବ ପରିବେଶ ଦିବସ ୨୦୨୩ ପାଳିତ ।

ମାଲକାନଗିରି ,୦୫/୦୬(ପିପିଟି): ମାଲକାନଗିରି ବନଖଣ୍ଡରେ ବିଶ୍ବପରିବେଶ ଦିବସ-୨୦୨୩ ପାଳିତ ହୋଇଯାଇଛି ।ଚଳିତ ବିଶ୍ବ ପରିବେଶ ଦିବସର ବିଷୟ ବସ୍ତୁ ହେଲା-ପ୍ଲାଷ୍ଟିକ ପ୍ରଦ୍ଯୂଷଣ ଓ ଏହାର ନିରାକରଣ । ଆଜି ବିଶ୍ବ ପରିବେଶ ପାଳନ…
Read More...

କୃଷକ ସଙ୍ଗଠନ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଧାରଣା।

ବୋଲଗଡ଼,୦୫/୦୬(ପିପିଟି)ଜୱାଦ କ୍ଷୟକ୍ଷତି ରୁ ସରକାରୀ ସହାୟତା ରୁ ବାଦ୍ ପଡିଥିବା ଚାଷୀ ମାନେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ବୋଲଗଡ଼ ତହସିଲ୍ ଅଫିସ ସମ୍ମୁଖରେ ଦେଲେ ଧାରଣା। (ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)
Read More...

ମାଲ୍ଯବନ୍ତ ଆର୍ଟ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ମାଲକାନଗିରି ,୦୪/୦୬(ପିପିଟି): ଆଜି ମାଲକାନଗିରି ଜିଲ୍ଲା ସଦର ମହାକୁମା ଠାରେ ମାଲ୍ୟବନ୍ତ ଆର୍ଟ ଆସୋସିଏସନ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟା କେ. ଦେଶୀରାଜୁ ଅଚାରୀ…
Read More...

ଦଶ ପରିବାର କୁ ଶହେଲୋକ ଗୋଟିଏ କୂଅ, ଜଳ ସମସ୍ୟା ରେ ଗ୍ରାମବାସୀ।

ବୋଲଗଡ,୦୪/୦୬(ପିପିଟି): ବୋଲଗଡ ବ୍ଲକ ପିଚୁକୁଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଉଳା ଗ୍ରାମର ୧ନମ୍ବର ୱାର୍ଡ଼ ଟାଙ୍ଗୀସାହି ୧୦ଟି ପରିବାର୧୦୦ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରୁଅଛନ୍ତି । ଟାଙ୍ଗୀସାହି ଗ୍ରାମରେ…
Read More...

ଦେବସ୍ନାନ ପୂର୍ଣ୍ଣିମା ପାଳିତ ।

ବାଲିଗୁଡା,୦୪/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ…
Read More...