ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ବାଲିଗୁଡା, ୦୯/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ…
Read More...

ବନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ପକ୍ଷରୁ ପ୍ଲାଷ୍ଟିକ୍ ବର୍ଜ୍ଜନ ଅଭିଯାନ ।

ବେଲଗୁଣ୍ଠା, ୦୯/୦୧(ପିପିଟି ):ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ ବଣଭୋଜି ଏବଂ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ପ୍ଲାଷ୍ଟିକ୍ ଆବର୍ଜ୍ଜନା ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।  ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏବଂ ଓଡ଼ିଶା…
Read More...

ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ।

ବେଗୁନିଆପଡ଼ା,୦୯/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ପରିସର ରେ ସମାଜବାଦୀ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି…
Read More...

ପିଏମଶ୍ରୀ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ…

ବ୍ରହ୍ମପୁର,୦୯/୦୧(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ବଢିବାରେ ଲାଗିଛି। ଜାଲ୍ ସାର୍ଟିଫିକେଟ୍ ଜରିଆରେ ବହୁ ଯୁବକଯୁବତୀ ଚାକିରି ହାତେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ କାରବାରର…
Read More...

କଳାକାରମାନଙ୍କୁ ସୁଲଭ ଦରରେ ପ୍ରେକ୍ଷାଳୟ ଯୋଗାଇ ଦିଆଯାଉ ।

ବ୍ରହ୍ମପୁର,୦୮/୦୧(ପିପିଟି) :କଳା ଓ କଳାକାର ହିତୈଷୀ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ବ୍ରହ୍ମପୁର ସହରର ସମସ୍ତ ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର…
Read More...

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି, ୦୮/୦୧(ପିପିଟି):ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ…
Read More...

ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ, ହତ୍ୟା ସନ୍ଦେହ : ତଦନ୍ତ ଅବ୍ୟାହତ ।

ବାଲିଗୁଡା, ୦୮/୦୧ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି।…
Read More...

ଘର ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର, ଅଧାରେ ଅଟକିଲା ଘରକାମ ।

ବେଗୁନିଆପଡା,୦୮/୦୧(ପିପିଟି):ଘର ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଆଖପାଖକୁ ଯିବାକୁ ଡର ମାଡୁଛି। କେତେବେଳେ ଅଘଟଣ ଘଟିବ ତାହା କହିବା ମୁସ୍କିଲ। ହାଇ ଭୋଲଟେଜ୍ ବିଜୁଳି ତାର ଘର ଉପରେ ଯାଇଥିବାରୁ ଅର୍ଦ୍ଧ ନିର୍ମିତ…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

ଛତ୍ରପୁର,୦୮/୦୧(ପିପିଟି): ଓଡିଶା ସରକାରଙ୍କ ବାଣିଜ୍ଯ ଓ ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଚଳିତ ଜାନୁଆରୀ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ଠାରେ ଆୟୋଜିତ…
Read More...

ଓଡ଼ିଶାରେ ଅତ୍ୟାଧୁନିକ କୃଷକ ଦକ୍ଷତା ଓ କୃଷି-ଇନ୍କ୍ୟୁବେସନ୍ କେନ୍ଦ୍ର (FSAIC) ପ୍ରତିଷ୍ଠା ପାଇଁ ଯୋଜନା ।

ଭୁବନେଶ୍ୱର,୦୮/୦୧(ପିପିଟି):ରାଜ୍ୟର ପ୍ରାଥମିକ କ୍ଷେତ୍ରକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ,ଓଡ଼ିଶା ସରକାର କୃଷକ ଦକ୍ଷତା ଓ କୃଷି-ଇନ୍କ୍ୟୁବେସନ୍ କେନ୍ଦ୍ର (FSAIC) ତିଆରି ପାଇଁ…
Read More...