ମୌସୁମୀର ଲୁଚକାଳି ଖେଳ , ଚାଷ କାର୍ଯ୍ୟ ବିଳମ୍ବ।ବୋଲଗଡ଼ ବ୍ଲକ ଅଞ୍ଚଳରେ ଗଜା ମରୁଡି ଆଶଙ୍କା ।

ବୋଲଗଡ,୦୩/୦୭ (ପିପିଟି): ରାଜ୍ୟରେ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ସଠିକ୍ ବୃଷ୍ଟି ପାତ ନହେବା ଫଳରେ ବୋଲଗଡ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ଚାଷ କାର୍ଯ୍ୟର ଅନୁକୂଳ ଆରମ୍ଭ ଅକ୍ଷୟ ତୃତୀୟା ପରଠାରୁ…
Read More...

ମୁକ୍ତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ।

କୋଦଳା,୦୩/୦୭(ପିପିଟି):ସୋମବାର କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ମୁକ୍ତା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ୱାର୍ଡ ଅଫିସ ପରିଚାଳନା କମିଟି, ୱାର୍ଡ ସଂଯୋଜିକା ଓ ମହିଳା ସ୍ୱୟଂ ସହାୟକ…
Read More...

ଲଗାମହୀନ ଦରବୃଦ୍ଧି ଏବଂ ଉତ୍କଟ ବିଦ୍ୟୁତ ସଂକଟ ବିରୋଧରେ ଓଡିଶା ବଞ୍ଚାଅ ଅଭିଯାନ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ…

ଭୁବନେଶ୍ୱର,୦୩/୦୭(ପିପିଟି):ପନି ପରିବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ସାଧାରଣ ମଣିଷଙ୍କ ହାଣ୍ଡିଶାଳକୁ ଅଚଳ କରିଛି । ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ଗ୍ରାହକ ମାନଙ୍କୁ ନିର୍ମମ ଶୋଷଣ ଏବଂ ଘନ…
Read More...

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ମାଲକାନଗିରି ,୦୩/୦୭ (ପିପିଟି):ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁରାଧା ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର…
Read More...

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ,ଜଣେ ମୃତ ଓ ଜଣେ ଗୁରୁତର ।

ବାଲିଗୁଡ଼ା,୦୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ…
Read More...

ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ।

ଛତ୍ରପୁର,୦୨/୦୭(ପିପିଟି):ସ୍ଥାନୀୟ ଲକ୍ଷଣ ଭବନ ଠାରେ ଲୋକ ଶକ୍ତି ଅଭିଯାନ ଓ ୟୁସୁଫ ମେହେରାଲ୍ଲୀ ସେଣ୍ଟର ତରଫରୁ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମଭାବାପନ୍ନ ସଂଗଠନ ଓ…
Read More...

ଜନବସତି ଅଞ୍ଚଳରେ ନୂଆ ମଦ ବାର ଖୋଲିବା ନେଇ ଜନ ପ୍ରତିବାଦ ।

ଭୁବନେଶ୍ୱର,୦୨/୦୭(ପିପିଟି): ଜନବସତି ଅଞ୍ଚଳ ଆଇ ଆର ସି ଭିଲେଜରେ ପ୍ରସ୍ତାବିତ ନୂଆ ମଦ ବାର ଖୋଲିବା ନେଇ ଆଜି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ନେତୃତ୍ବରେ ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା, ପାର୍ଟି…
Read More...

ସତ୍ୟସାଇ ସଂଗଠନ ପକ୍ଷରୁ ଚାରା ରୋପଣ ।

ବେଲଗୁଣ୍ଠା ,୦୨/୦୭(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ କଲ୍ୟାଣପୁର ସତ୍ୟସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ ସପ୍ତାହ ର ଦ୍ଵିତୀୟ ଦିନରେ ବୃକ୍ଷରୋପଣ କରାଯାଇଛି । ବିଭିନ୍ନ ଦୁର୍ବିପାକ ତଥା ବନ୍ୟା, ବାତ୍ୟା ରେ ବୃକ୍ଷ ଗୁଡିକ…
Read More...

ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ବୀରମହାରାଜପୁର ର ୩ ବାଳିକା ମନୋନୀତ ।

ଉଲୁଣ୍ଡା ,୦୨/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ତିନି ଜଣ ବାଳିକା ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିବା ଜଣାଯାଇଛି। ରାଉରକେଲା ବିଜୁ ପଟ୍ଟନାୟକ ହକି…
Read More...

ବିଦେଶ ମାଟିରେ ପଦକ ଜିତି ନିଜ ଦେଶ ପାଇଁ ଗୌରବ ଆଣିଲେ ବୀରମହାରାଜପୁର ମାଟିର ଝିଅ ରାଜଲକ୍ଷ୍ମୀ ।

ଉଲୁଣ୍ଡା ,୦୨/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର କୁନି କ୍ରୀଡ଼ାବିତ ରାଜଲକ୍ଷ୍ମୀ ସାହୁ ଆଜି ଥାଇଲାଣ୍ଡ ମାଟିରେ ସଫଳତା ହାସଲ କରିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ହେଉଥିବା…
Read More...