କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ।
ସୁବର୍ଣ୍ଣପୁର ,୧୮/୧୦(ପିପିଟି) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଗୁରୁବାର ଦିନ କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ ଉତ୍ସବ…
Read More...
Read More...