ତାରସିଂ ପୁଲିସର ସଫଳତା; ଘାଟି ପଲି ଡକାୟତି ଘଟଣାରେ ଜଣେ ଗିରଫ ।

ଭଞ୍ଜନଗର, ୦୯/୦୭(ପିପିଟି):ତାରସିଂ ଥାନା ଅନ୍ତର୍ଗତ କୁଡୁତେଇ ପଞ୍ଚାୟତ ଘାଟି ପଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ଘଟିଥିଲା। ଲୁଟେରା ମାନେ ନବୀନ କୁମାର ନାୟକଙ୍କ ଘରୁ ୬ଲକ୍ଷ ଟଙ୍କା ଓ ୧୫ଭରି…
Read More...

ଗଞ୍ଜାମ ଜିଲ୍ଲାରେ ବିରୋଧିଦଳଙ୍କ ସ୍ଥିତି ଦୁର୍ବଳ।

ବ୍ରହ୍ମପୁର,୦୯/୦୭(ପିପିଟି): ଓଡିଶାର ରାଜନୀତିରେ ଗଞ୍ଜାମ ଜିଲ୍ଲାର ଭୂମିକା ଅଗ୍ରଣୀ। ୨୦୦୦ ଠାରୁ ୨୦୨୩ ମଧ୍ଯରେ ଗଞ୍ଜାମ ଜିଲ୍ଲାର ରାଜନୀତିରେ ବିରୋଧିଦଳର ସ୍ଥିତି ଦୁର୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ…
Read More...

ଅବକାରୀ କଷ୍ଟୋଡିରେ ମହିଳାଙ୍କ ଆତ୍ମହତ୍ୟା ।

ମାଲକାନଗିରି ,୦୮/୦୭(ପିପିଟି): ମାଥିଲି ଅବକାରୀ ଥାନାରେ ଜଣେ ମହିଳା ଆତ୍ମ ହତ୍ୟା କରି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଆତ୍ମ ହତ୍ୟା କରିଥିବା ମହିଳାଙ୍କ ନାମ ପ୍ରୀତି ବିଶ୍ୱାସ ଏବଂ ତାଙ୍କ ଘର ଏମ.ଭି-୬୬ ଗ୍ରାମ ବୋଲି…
Read More...

ଉତ୍କଳ ସାହିତ୍ୟ ସଂସଦ ଦ୍ଵାରା ବନ ମହୋତ୍ସବ ପାଳିତ ।

ମାଲକାନଗିରି,୦୮/୦୭ (ପିପିଟି):ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ମାଲକାନଗିରି ସଦର ମହକୁମାର ସ୍ଥିତ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…
Read More...

ପଶ୍ଚିମେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟ ତାଳତୁମ୍ବରେ ବନ ମହୋତ୍ସବ ପାଳିତ।

ବୋଲଗଡ଼,୦୮/୦୭ (ପିପିଟି)ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ତାଳତୁମ୍ବସ୍ଥିତ ପଶ୍ଚିମେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀଙ୍କ ପୌରୋହିତ୍ୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଶିକ୍ଷକ ପବିତ୍ର ବେହେରା…
Read More...

ବେଲଗୁଣ୍ଠାରେ ପଂଚାୟତ ସମିତି ବୈଠକ; ଡ଼ାକ୍ତର ସମସ୍ୟା, ପାନୀୟ ଜଳ, ଓ ମାଗଣା ବିହନ ଯୋଗାଣକୁ ନେଇ ଆଲୋଚନା ।

ବେଲଗୁଣ୍ଠା, ୦୮/୦୭(ପିପିଟି): ବେଲଗୁଣ୍ଠା ପଂଚାୟତ ସମିତିର ଏକ ବୈଠକ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ପୌରୋହିତ୍ୟରେ ଦିବା ବାର ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବୀରମହାରାଜପୁର ବ୍ଲକର ତିନି କଲେଜ କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରୁ ଆର୍ଥିକ ଅନୁଦାନ ଘୋଷଣା ।

ଉଲୁଣ୍ଡା ,୦୮/୦୯(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ ଉଚ୍ଚ ଶିକ୍ଷାର ଅଗ୍ରଗତି ପାଇଁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୁବିଧା…
Read More...

ଘାଟି ପଲି ଗ୍ରାମରେ ସଶସ୍ତ୍ର ଡକାୟତି ।

ଭଞ୍ଜନଗର, ୦୭/୦୭(ପିପିଟି):ତାରସିଂ ଥାନା ଅନ୍ତର୍ଗତ କୁଡୁତେଇ ପଞ୍ଚାୟତ ଘାଟି ପଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ଘଟିଥିବା ଜଣାପଡିଛି। ୬ଜଣ ଡକାୟତ ଏହି ଗ୍ରାମର ଜଣେ ଚାଷୀ ନବୀନ କୁମାର ନାୟକଙ୍କ…
Read More...

ପାତାଳି ଶ୍ରୀକ୍ଷେତ୍ର ମନ୍ଦିରରୁ ଗ୍ରିଲ୍ ଭାଙ୍ଗି ଟଙ୍କା ଚୋରି କଲା ଦୁବୃର୍ତ୍ତ ।

ଉଲୁଣ୍ଡା ,୦୭/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୋଟସମଲାଇ ସ୍ଥିତ ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଗ୍ରିଲ୍ ଭାଙ୍ଗି ଦାନ ବାକ୍ସ ରୁ ଟଙ୍କା ଚୋରି କରିଥିବା…
Read More...

ହିଞ୍ଜିଳିକାଟୁରେ ବ୍ଳକ୍ ସ୍ତରୀୟ ସପ୍ତମ ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ହିଞ୍ଜିଳିକାଟୁ ,୦୭/୦୭(ପିପିଟି) ହିଞ୍ଜିଳିକାଟୁ ବ୍ଳକ୍ ସମ୍ମିଳନୀ ସଭା କକ୍ଷରେ ବିଡ଼ିଓ ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...