ଲୋପ ପାଇବାକୁ ବସିଲାଣି ବର,ଅଶ୍ୱସ୍ତ ଓ ନିମ୍ବ ବୃକ୍ଷ,ସନ୍ତୁଳନ ହରାଉଛି ଜଳବାୟୁ।

ବୋଲଗଡ,୨୮/୦୭(ପିପିଟି):ଋତୁ ଚକ୍ର ଅନୁସାରେ ବର୍ତ୍ତମାନ ପାଣିପାଗ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଯେଉଁ ଋତୁରେ ଯାହା ଅନୁଭୂତ ହେବାକଥା ତାହା ନ ହୋଇ ବଦଳୁଛି ଜଳବାୟୁ। ବାୟୁ ମଣ୍ଡଳରେ ଦିନକୁ ଦିନ ବୃଦ୍ଧି ପାଉଛି ଉତାପ।ଫଳରେ…
Read More...

ଭାରତୀୟ ସେନାର ସମୃଦ୍ଧ,ସଂସ୍କୃତି ଏବଂ ଐତିହ୍ୟ ସହିତ ପରିଚୟ କରାଇବା ନେଇ କର୍ମଶାଳା ।

ଛତ୍ରପୁର,୨୭/୦୭(ପିପିଟି):ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପକ୍ଷରୁ ଭାରତୀୟ ସେନାର ସମୃଦ୍ଧ, ସଂସ୍କୃତି ଏବଂ ଐତିହ୍ୟ ସହିତ ଅବସରପ୍ରାପ୍ତ ସେନା ଯୁବକ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।…
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ ।

ମାଲକାନଗିରି।,୨୭/୦୭(ପିପିଟି):ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ମାଲକାନଗିରି ଜିଲ୍ଲା ତରଫରୁ ଚରଣ ବଦ୍ଧ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରୁ ଜିଲ୍ଲପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ…
Read More...

ସଡ଼କ ସୁରକ୍ଷା ଓ ବନ ମହୋତ୍ସବ ପାଳିତ ।

କୋଦଳା,୨୭/୦୭(ପିପିଟି):ଗୁରୁବାର କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ କୋଦଳା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…
Read More...

କର୍କଟ ରୋଗୀଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ।

କୋଦଳା,୨୭/୦୭(ପିପିଟି):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ କୁମ୍ଭାର ଗାଁ ପଞ୍ଚାୟତ କୁମାରିପାରି ଗ୍ରାମର ଗୋଟିଏ ଛୋଟ ଝିଅ କର୍କଟ ରୋଗରେ ପୀଡିତ ହୋଇଥିବା ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା କିଛି…
Read More...

ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର : ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ ।

କନ୍ଧମାଳ,୨୭/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀ ମାନେ ବ୍ୟାନର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ଗୋଛାପଡା ଥାନାର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥ‌ିବା…
Read More...

୩ଦିନ ହେଲା ପାଣି ଘେରରେ ମା’ ବ୍ୟାଘ୍ରଦେବୀ।

ଭଞ୍ଜନଗର, ୨୭/୭(ପିପିଟି):ଭଞ୍ଜନଗର ଠାରୁ କୁଲାଡ଼ ରାସ୍ତାର ବ୍ଲକ ଛକ ନିକଟରେ ରହିଛି ମା'ବ୍ୟାଘ୍ରଦେବୀ ଙ୍କ ମନ୍ଦିର।ଯାହାକି କଇଁଆ ବାଗଦେବୀ ନାମରେ ପରିଚିତ।ଗତ ୩ଧରି ସାମାନ୍ୟ ବର୍ଷାରେ ମନ୍ଦିର ଭିତରେ ପାଣି ଜମି…
Read More...

୨୪ତମ କାରଗିଲ୍ (କାର୍ଗିଲ୍) ବିଜୟ ଦିବସ ପାଳିତ ।

ଛତ୍ରପୁର,୨୬/୦୭(ପିପିଟି): ଗୋପାଳପୁର ମିଲିଟାରୀ ଷ୍ଟେସନ ଠାରେ ୨୪ତମ କାର୍ଗିଲ ବିଜୟ ଦିବସ ବୁଧବାର ଦିନ ପାଳିତ ହୋଇ ଯାଇଛି । ଆର୍ମି ଡିଫେନ୍ସ ପକ୍ଷରୁ ଅନୁଷ୍ଠିତ ଏହି କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ବ୍ରହ୍ମପୁର ଆରକ୍ଷୀ…
Read More...

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ; ମନେ ପଡୁଛି ସ୍ୱର୍ଗତ ଅଧ୍ୟକ୍ଷ…

ବେଲଗୁଣ୍ଠା, ୨୬/୦୭(ପିପିଟି):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଗଭର୍ଣ୍ଣିଂ ବଡି ସଭାପତି…
Read More...

ମାଥିଲିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ।

ମାଲକାନଗିରି, ୨୬/୦୭ (ପିପିଟି):ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ଆଜି ମାଥିଲିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ…
Read More...