ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ ।

ଉଲୁଣ୍ଡା ,୧୫୵୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ୭୭ ତମ ସ୍ବାଧିନତା ଦିବସ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି…
Read More...

ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସାଗରଗୁଆଁ ରେ ୭୭ତମ ସ୍ୱାଧୀନତା ଦିବସ ପାଳିତ।

ବୋଲଗଡ଼, ୧୫/୦୮(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ ର ଆଜି ସାଗରଗୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରେ ୭୭ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଆଜି ସାରା ଭାରତ ବର୍ଷରେ…
Read More...

ବିଇଓ କାର୍ଯ୍ଯାଳୟରେ ସ୍ବାଧୀନତା ଦିବସ ପାଳନ।

କବିସୂର୍ଯ୍ୟନଗର,୧୫/୦୮(ପିପିଟି):ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ କବିସୂର୍ଯ୍ୟନଗର ଠାରେ ୭୭ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ବିଇଓ ଅଭିମନ୍ୟୁ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏବିଇଓ, ସିଆରସିସି ଓ…
Read More...

ପିପିଟି କାର୍ଯ୍ଯାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳନ।

ବ୍ରହ୍ମପୁର,୧୫/୦୮(ପିପିଟି): ପିପିଟି କାର୍ଯ୍ଯାଳୟ ଠାରେ ୭୭ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ପିପିଟି ଅଧ୍ଯକ୍ଷା ଦେବସ୍ମିତା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି,…
Read More...

ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀ ଦଣ୍ଡିଶ୍ୱର ସେବାୟତ ।

କୋଦଳା,୧୪/୦୮(ପିପିଟି):ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ଉନ୍ନୟନ ଓ ବିକାଶ ପାଇଁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ନିଜ ହାତ ପାଣ୍ଠିରୁ ଯଥାସାଧ୍ୟ୍ୟ ଅନୁଦାନ ପ୍ରଦାନ କରି ମନ୍ଦିର ବିକାଶ ପଥରେ ଭାଗିଦାର ହୋଇ…
Read More...

ମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ବୀର ଲକ୍ଷ୍ମଣ ନୟକ ।

ମହାନ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଠାରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ Iତାଙ୍କ ବାପାଙ୍କ ନାମ ପଦଲାମ ନାୟକ । ପଦଲାମ ନାୟକ ଥିଲେ…
Read More...

କାରକୁ ପିଟିଲା ବୁଲେଟ; ୨ଗୁରୁତର ।

ଭଞ୍ଜନଗର, ୧୩/୮(ପିପିଟି): ବେଲଗୁଣ୍ଠା ଥାନା ଅଧୀନ ଲୁଣିଝୋଳା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସଡକ ଦୁର୍ଘଟଣା ଘଟି ବୁଲେଟ ଚାଳକ ଓ ଆରୋହି ଆହାତ ହୋଇଛନ୍ତି। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା…
Read More...

ଶିକ୍ଷକ ଅଭାବରୁ ଶିକ୍ଷାଦାନ ବିପର୍ଯ୍ୟସ୍ତ।

ବୋଲଗଡ଼ ୧୩/୦୮(ପିପିଟି):ରାଜ୍ୟ ସରକାର ସମଗ୍ର ଶିକ୍ଷା ଓ ୫ଟି ରୂପାନ୍ତରିତ ସ୍କୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ତଥା ବିକାଶ ଚାହୁଁ ଥିଲାବେଳେ ବୋଲଗଡ଼ ଶିକ୍ଷା ବ୍ଲକ ଅଞ୍ଚଳରେ ତାହା ବିଫଳ ଘଟିଅଛି।ବୋଲଗଡ଼…
Read More...

ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ନାହିଁ ଓଡ଼ିଆ ନାମ ଫଳକ ।

ବୋଲଗଡ଼ ୧୩/୦୮(ପିପିଟି):ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଓ ଆମେ ବଢିଆ ବୋଲି ଓଡିଶା ରାଜ୍ୟ ସରକାରଙ୍କ ସଂସ୍କୃତିବିଭାଗ ଡିଣ୍ଡିମ ପିଟୁଥିବାବେଳେ ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ଏହା ବ୍ୟତିକ୍ରମ ଘଟିଅଛି ରାଜ୍ୟର ପୂର୍ବତନ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ।

ଉଲୁଣ୍ଡା ,୧୩୵୦୮(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗଣ୍ଡାବାହାଲ ସ୍ଥିତ ନିଜ ବାସଭବନରେ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ 11କେଭି ବିଦ୍ୟୁତ ତାର ଯାଇଥିବାବେଳେ ଘର ବାଲକୋନୀରେ ଲାଗିଥିବା ଷ୍ଟିଲ ରେଲିଂ ଓ ଏକ ଲୁହ…
Read More...