ଜରାଶ୍ରମରେ ପାଳିତ ହେଲା “ମେରୀ ମିଟି ମେରା ଦେଶ” କାର୍ଯ୍ୟକ୍ରମ।

ବୋଲଗଡ଼,୩୦/୦୮(ପିପିଟି):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର "ମେରି ମିଟି ମେରା ଦେଶ"ଅଭିଜାନ ଶୁଭ ପାଳନ ଅବସରରେ ୧୮୧୭ ଖୋର୍ଧା ପାଇକ ବିଦ୍ରୋହର ପୃଷ୍ଠ ଭୂମିରେ ବୋଲଗଡ଼ ଆମ୍ବତୋଟା ରେ ୬.୭.୧୮୧୯…
Read More...

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ।

ବେଲଗୁଣ୍ଠା, ୩୦୵୦୮(ପିପିଟି):ଆଜି ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା…
Read More...

ଭାଇ-ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢକରିଥାଏ ରାକ୍ଷୀ ପୂର୍ଣ୍ଣିମା।

ବୋଲଗଡ଼,୩୦/୦୮(ପିପିଟି):ରାକ୍ଷୀ ପୂର୍ଣ୍ଣିମା ଆମ ଦେଶରେ ବା ରାଜ୍ୟରେ ବହୁ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମା କୁ ବିଭିନ୍ନ ସ୍ଥାନ ଅନୁସାରେ ରାକ୍ଷୀ ପୂର୍ଣ୍ଣିମା,ଗହ୍ମା ପୂର୍ଣିମା,ଶ୍ରାବଣ…
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ।

ମାଲକାନଗିରି ,୨୯/୦୮ (ପିପିଟି): ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା…
Read More...

ମାଲକାନଗିରି ଜିଲ୍ଲାରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ।

ମାଲକାନଗିରି , ୨୯/୦୮(ପିପିଟି): ଆବହମାନ କାଳରୁ ଏକବିଂଶ ଭାରତରେ କ୍ରୀଡା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଛି । ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖରେ କିମ୍ବଦନ୍ତୀ ପୁରୁଷ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ…
Read More...

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଓ ଗଣିତ ମେଳା ।

ପୋଲସରା, ୨୯/୮ ପୋଲସରାସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯାଭବନ,ତୋଟାସାହି ଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ବେହେରା…
Read More...

ଭଞ୍ଜନଗର ପ୍ରେସକ୍ଲବକୁ ହରାଇ ଏନଏସି ବିଜୟୀ ।

ଭଞ୍ଜନଗର, ୨୯/୮(ପିପିଟି):ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଭଞ୍ଜନଗର ପ୍ରେସ କ୍ଲବ ଏକାଦଶ ଓ ଏନଏସି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ସମସ୍ତ ଓଭର ଖେଳି ପ୍ରେସକ୍ଲବ ଏକାଦଶ…
Read More...

ଅଳଙ୍କାର ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼ ଭୟ କରି ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ।

ବାଲିଗୁଡ଼ା,୨୯୵୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଦିନ ଦିପହରେ ଡକାୟତି । ବାଲିଗୁଡ଼ା ବଜାରର ମଧ୍ୟ ଭାଗ ରେ ଥିବା ନେହେରୁ ଛକ ସ୍ଥିତ ମା'ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ…
Read More...

୫-ଟି ସଚିବଙ୍କ ଗସ୍ତର ୪୮ଘଣ୍ଟା ମଧ୍ୟରେ ସହାୟତା ପ୍ରଦାନ;କୃତଜ୍ଞତା ଜଣାଇଲେ ହିତାଧିକାରୀ ।

ଭଞ୍ଜନଗର, ୨୮/୮(ପିପିଟି):ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଅସହାୟ ଓ ଗରିବଙ୍କ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି।…
Read More...

ଏଗାର ଦିନରେ ପହଞ୍ଚିଲା ପିଇଓମାନଙ୍କ ଆନ୍ଦୋଳନ ।

ମାଲକାନଗିରି,୨୮/୮ (ପିପିଟି):ଏଗାର ଦିନରେ ପହଞ୍ଚିଲା ବର୍ତ୍ତମାନ ପିଇଓମାନଙ୍କ ଆନ୍ଦୋଳନ। ପଞ୍ଚାୟତରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ଫଳରେ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ଆସି ହଟହଟା ହୋଇ ଫେରି ଯାଉଥିବା…
Read More...