ବେଲଗୁଣ୍ଠାରେ ବିପୁଳ ପରିମାଣର ବେଆଇନ ଗୁଟଖା ଜବତ: ଅଭିଯୁକ୍ତ କୋର୍ଟ ଚାଲାଣ ।

ବେଲଗୁଣ୍ଠା,୦୯/୦୯(ପିପିଟି):ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଗତ ୦୮ ତାରିଖ ସନ୍ଧ୍ୟା ୮:୩୦ ମିନିଟ୍‌ରେ ବ୍ଲକିଂ ଡ୍ୟୁଟି ସମୟରେ ବେଆଇନ ଗୁଟଖା ଓ ନିଷିଦ୍ଧ ତମାଖୁ ଚାଲାଣ କରୁଥିବା ଏକ କାର୍‌କୁ ଜବତ କରାଯାଇଛି। ଏହି ବେଆଇନ…
Read More...

ଆଗକୁ ଆସୁଛି ଗଣେଶ ପୂଜା: ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ ।

ବାଲିଗୁଡା,୦୯/୦୯(ପିପିଟି): ଗଣେଶ ଚତୁର୍ଥୀକୁ ନେଇ ଚଳଚଞ୍ଚଳ ହେଲାଣି ପୂଜା ବଜାର। ଆଉ କିଛି ଦିନ ପରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଏହାକୁ ନେଇ ସହରଠାରୁ ଗାଁ ପର୍ଯ୍ୟନ୍ତ ଉତ୍ସବର ମାହୋଲ ସୃଷ୍ଟି ହେବାକୁ…
Read More...

ପୋଲସରାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ।

ପୋଲସରା,୦୯/୦୯ (ପିପିଟି): ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ପ୍ରତିଷ୍ଠିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
Read More...

କେନ୍ଦ୍ରାଞ୍ଚଳରେ ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା: ଆଗୁଆ ପଦକ୍ଷେପ ଉପରେ ଆଇଜି ଡାକ୍ତର ସତ୍ୟଜିତ ନାୟକଙ୍କ…

କଟକ,୦୯/୦୯(ପିପିଟି): କେନ୍ଦ୍ରାଞ୍ଚଳ ପୁଲିସର ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ବିପର୍ଯ୍ୟୟ ପରିଚାଳନା ଏବଂ ଆଗାମୀ ତିନି ମାସର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି…
Read More...

ଦିଗପହଣ୍ଡି ବ୍ଲକ କଇଠଖଣ୍ଡିରେ କଂଗ୍ରେସ ବିଏଲଏ-୨ ପକ୍ଷରୁ ସମ୍ୱର୍ଦ୍ଧନା ସଭା ।

ଦିଗପହଣ୍ଡି,୦୯/୦୯(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼। ମୋଟ ବୁଥ୍‌‍ର ୨୦୦ରୁ ଊର୍ଦ୍ଧ୍ୱ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା…
Read More...

ଓଡ଼ିଶା ଲୁଣ୍ଠନର ମୋଦି ନକ୍ସା’ ବିରୋଧରେ ଇଣ୍ଡିଆ ବ୍ଲକ୍‌ର ଐକ୍ୟବଦ୍ଧ ଲଢ଼େଇ: MMDR ଆଇନ ରଦ୍ଦ ନହେବା ଯାଏଁ ଆନ୍ଦୋଳନ…

ଭୁବନେଶ୍ୱର,୦୮/୦୯(ପିପିଟି): ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ କଂଗ୍ରେସ ଭବନ ସମ୍ମୁଖରେ INDIA ବ୍ଲକ୍‌ର ଆହ୍ୱାନରେ ଏକ ରାଜ୍ୟସ୍ତରୀୟ ମିଳିତ କନଭେନସନ ଅନୁଷ୍ଠିତ ହୋଇଥିଲା। ଏଥିରେ MMDR ସଂଶୋଧନ…
Read More...

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ ।

ଭୁବନେଶ୍ୱର,୦୮/୦୯(ପିପିଟି): ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ଆର୍ଯ୍ୟ ଗତକାଲି…
Read More...

ଛତ୍ରପୁରରେ ଘରୋଇ ହିଂସା ଓ ପୋଷ୍ ଆଇନ ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ।

ଛତ୍ରପୁର,୦୮/୦୯(ପିପିଟି): ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଜଉଗଡ ସମ୍ମିଳନୀ କକ୍ଷରେ ଘରୋଇ ହିଂସା ନିରୋଧ ଆଇନ ଏବଂ କାର୍ଯ୍ୟସ୍ଥଳୀରେ ମହିଳା ଯୌନ ନିର୍ଯାତନା…
Read More...