ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ ।

ବେଲଗୁଣ୍ଠା,୧୩୵୦୯ ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଆଜି ସାରା ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ସମୁହ ଛୁଟି ଭଳି ଚରମ ନିଷ୍ପତି ଗ୍ରହଣ କରିଛନ୍ତି…
Read More...

ଟ୍ରାକ୍ଟର ଧକ୍କା ରେ ମହିଳା ମୃତ।

ପୋଲସରା,୧୩/୦୯(ପିପିଟି): ଆଜି ପୋଲସରା ମୂଖ୍ୟ ସଡ଼କ କଡ଼ ରେ ଥିବା ଜାଭିୟର ବିଦ୍ୟାଳୟ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପୁଅ ଓ ଭାଇ ଆହତ ହୋଇଛନ୍ତି। ମିଳିଥିବା ସୂଚନା…
Read More...

ବାଲିଗୁଡାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦଯାପିତ ।

ବାଲିଗୁଡା,୧୨୵୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ…
Read More...

୭୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ।

ମାଲକାନଗିରି ,୧୨/୦୯ (ପିପିଟି):ଅଟୋରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି।ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଭ୍ରାମ୍ୟମାଣ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଆକ୍ରମଣ ।

ବେଲଗୁଣ୍ଠା, ୧୨୵୦୯(ପିପିଟି):ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁ ଆକ୍ରମଣ ହୋଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ…
Read More...

ବିଭିନ୍ନ ପୂଜା କମିଟିକୁ ସତର୍କ କରାଇଲା ପୁଲିସ ।

ଭଞ୍ଜନଗର, ୧୨/୯(ପିପିଟି):ଆଗକୁ ଆସୁଛି ପାର୍ବଣ ଋତୁ।ଚାରିଆଡେ ଉତ୍ସବ ର ବାତାବରଣ ଦେଖିବାକୁ ମିଳିବ।ଏହି ଅବସରରେ ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ଗଣେଶ ପୂଜାର ଆୟୋଜନ କରାଯାଉଛି । ଏହି ଭିଡର ସୁଯୋଗରେ ବହୁ ଅସାମାଜିକ…
Read More...

ସିପିଆଇ ଗଞ୍ଜାମ ଜିଲ୍ଲା ସ୍ତରୀୟ ଶାଖା ସଂପାଦକ ମାନଙ୍କ କର୍ମଶାଳାର ଅନୁଷ୍ଠିତ।

ବ୍ରହ୍ମପୁର,୧୨/୦୯(ପିପିଟି):ଗଂଜାମ ଜିଲ୍ଲାର ସିପିଆଇ ଶାଖା ସଂପାଦକ ମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ କାମଦେବ ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ…
Read More...

ବାଇକ ସହ ବଲେରୋ ମୁହାଁମୁହିଁ ଧକ୍କାରେ ଯୁବକ ମୃତ ।

ଭଞ୍ଜନଗର, ୧୨/୦୯(ପିପିଟି):୧୫୭ନଂ ଜାତୀୟ ରାଜପଥ ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ନିକଟରେ ବାଇକ ସହ ବଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୁଜାଗଡ଼ ଗ୍ରାମର ରମିନ…
Read More...

ରାମକୃଷ୍ଣ ସମର୍ଥକଙ୍କ ରାଜନୈତିକ ଆଲୋଚନା ଚକ୍ର ।

ପୋଲସରା,୧୨୵୦୯(ପିପିଟି): ସ୍ଥାନୀୟ ଜଗନ୍ନାଥ ସାହି ସଭାଗୃହରେ ଦିବଂଗତ ମନ୍ତ୍ରୀ ଶ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଅନୁଗାମୀ ମାନଙ୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ କାମଦେବ…
Read More...

ବେଆଇନ ଗୋରୁ ଚାଲାଣ,ଧରିଲେ ଗ୍ରାମବାସୀ,ଗାଡି ଜବତ,ତିନି ଅଟକ ।

କୋଦଳା,୧୨/୦୯(ପିପିଟି):ସୋମବାର ବିଳମ୍ବିତ ରାତ୍ରି ରେ ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତ ବେଳଝରି ଗ୍ରାମବାସୀ ଗ୍ରାମର କପିଳେଶ୍ୱର ମନ୍ଦିର ନିକଟରେ ଗୋଟିଏ ଗୋରୁ ବୋଝେଇ ପିକଅପ ଭେନ (OR07L7547)କୁ ଅଟକାଇ ଦୁଇଟି ଷଣ୍ଢ…
Read More...