ଦୁଇ ଶହ ବର୍ଷର ପରମ୍ପରା ସଂପୁର ଗ୍ରାମର ପ୍ରସିଦ୍ଧ ନୂଆଖାଇ ପର୍ବ ୨୦ ତାରିଖରେ ଲଗ୍ନଧାର୍ଯ୍ୟ ।
ବୋଲଗଡ,୧୫/୦୯(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ପ୍ରସିଦ୍ଧ ନୂଆଖାଇ ପର୍ବ ପାଳନ କରିବା ପାଇଁ ଆସନ୍ତା ୨୦ ତାରିଖ ସମୟ ସକାଳ ୯ଘଂଟିକା ୫୫ ମିନିଟରେ ପ୍ରସାଦ ଲାଗିପାଇଁ ଜୋତିଷ ଗଣନାରେ ଲଗ୍ନଧାର୍ଯ୍ୟ ହୋଇପଡିଛି ।…
Read More...
Read More...