ଡାରଉଇନ୍ ମହାବିଦ୍ୟାଳୟରେ ୩୩ ୟୁନିଟ ରକ୍ତ ସଂଗ୍ରହ ।

ମାଲକାନଗିରି ,୨୬/୦୯(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

ବାଲିଗୁଡାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ବାଲିଗୁଡା,୨୫୵୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଆୟୋଜିତ ହୋଇଥିଲା ।…
Read More...

ଆଇନଜୀଵୀ ଙ୍କ ହୃଦଘାତରେ ପରଲୋକ: ଓକିଲ ସଂଘ ତରଫରୁ ଶୋକସଭା ।

ବାଲିଗୁଡା,୨୫୵୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ଆଇନଜୀଵୀ ଦିଲ୍ଲୀପ ବଳିଆରସିଂ ଙ୍କ ସୋମବାର ହୃଦଘାତରେ ପରଲୋକ ହୋଇଛି । ଶ୍ରୀ ସିଂ ନିଜ ପରିବାର ଲୋକେ…
Read More...

ଡ଼କାୟତ ଯୋଜନା ପଣ୍ଡ କଲେ ବେଲଗୁଣ୍ଠା ପୋଲିସ: ୪ ଗିରଫ ।

ବେଲଗୁଣ୍ଠା-୨୫/୯-ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା ।ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରି ୪ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି । ପୋଲିସ ସୁତ୍ରରୁ ମିଳିଥିବା…
Read More...

ବେଲଗୁଣ୍ଠା ବ୍ଳକ୍ ର ତେର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୋଟାରୀ କ୍ଳବ୍ ପକ୍ଷରୁ ରାଷ୍ଟ୍ର ନିର୍ମାତା ସମ୍ମାନ ପ୍ରଦାନ ।

ବେଲଗୁଣ୍ଠା, ୨୫୵୦୯(ପିପିଟି):ଆଜି ସନ୍ଧ୍ୟାରେ ଭଞ୍ଜନଗର ରୋଟାରୀ କ୍ଳବ୍ ପକ୍ଷରୁ ଆୟୋଜିତ ରାଷ୍ଟ୍ର ନିର୍ମାତା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ତେର ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ର ନିର୍ମାତା…
Read More...

ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ ,୬ଜୁଆଡ଼ି ଗିରଫ ୧ଲକ୍ଷ ୧୭ହଜାର ଓ ୩ଟି ମୋବାଇଲ ଜବତ ।

ବ୍ରହ୍ମପୁର ୨୫୵୦୯(ପିପିଟି):ପାର୍ବଣ ଋତୁ ଆସିବା ପୂର୍ବରୁ ଜୁଆଡିମାନେ ଜୁଆ ଆଡ୍ଡା ଚିଂହ୍ନଟ କରି ଖେଳ ଆରମ୍ଭ କରନ୍ତି ।ପୁଲିସ ଖବର ପାଇ ଜୁଆ ଆଡ୍ଡା ଚଢ଼ାଉ କଲେ ଜୁଆଡ଼ିମାନେ ଆଡ୍ଡା ବଦଳାଇ ଅନ୍ୟ ଏକ ସ୍ଥାନରେ ଖେଳ ପକାନ୍ତି ।…
Read More...

୧୭ ନଂ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଲେ ଜିଲ୍ଲାପାଳ ,ଉପଜିଲ୍ଲାପାଳ ଓ କମିଶନର ।

ବ୍ରହ୍ମପୁର, ୨୫/୦୯(ପିପିଟି): ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ,ଉପଜିଲ୍ଲାପାଳ ଆଶୁତୋଷ କୁର୍ଲକର୍ଣ୍ଣି ଓ ନିଗମ କମିଶନର ଜେ ସୋନାଲ ୧୭ନଂ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ତଦାରଖ କରିଛନ୍ତି…
Read More...

ଛଅ ଫୁଟ ଲମ୍ବର ବାଡ଼ି ପୋଟଳ ଦେଖିବାକୁ ବେଲଗୁଣ୍ଠାରେ ଲୋକଙ୍କ ଗହଳି ।

ବେଲଗୁଣ୍ଠା, ୨୫୵୦୯(ପିପିଟି):ବେଲଗୁଣ୍ଠା ନିକଟସ୍ଥ ଲୁଣିଝୋଳା ଗ୍ରାମର. ମୂରଲୀ ନାୟକ ନିଜ ବାଡ଼ିରେ କିଛି ବାଡ଼ି ପୋଟଳ ଗଛ ଲଗାଇଥିବା ବେଳେ ଆଜି ସେ ଆଠଟି ପୋଟଳ ତୋଳିଥିଲେ । ସତ୍ୟ କୁମାର ନାୟକ ନାମକ ଜନୈକ ବ୍ୟକ୍ତି ମୂରଲୀ…
Read More...

ପାଞ୍ଚ ଦଫା ଦାବିରେ ଧାରଣାରେ ବସିଲେ ଜେଲ୍ କର୍ମଚାରୀ ।

କୋଦଳା,୨୫/୦୯(ପିପିଟି):ସମଗ୍ର ରାଜ୍ୟ ରେ ଜୈଲ କର୍ମଚାରୀ ମାନେ ନିଜର ଦାବି ହାସଲ ପାଇଁ ଧାରଣାରେ ବସିଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଉପକାରାଗାରରେ ମଧ୍ୟ କର୍ମଚାରୀମାନେ ରାଜ୍ୟ ଜେଲ୍ କର୍ମଚାରୀ ସଙ୍ଘର ନିଷ୍ପତ୍ତି କ୍ରମେ…
Read More...

ଲୋକ କଳାକାରଙ୍କୁ ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ ।

ମାଲକାନଗିରି ,୨୫/୦୯ (ପିପିଟି):ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ କୋୟା ସଂସ୍କୃତି ଲୋକ କଳାକାର ଶ୍ରୀମତୀ ଶାନ୍ତି କାୱାସୀଙ୍କୁ ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉ କି, ଅଣ…
Read More...