ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଲେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ।
ସୁବର୍ଣ୍ଣପୁର ,୦୬/୧୦(ପିପିଟି) : ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା'ସୁରେଶ୍ୱରୀ ଆଜି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି।ମା'ହେଉଛନ୍ତି ସମ୍ପୂର୍ଣ୍ଣ ଜଗତର ତ୍ରାଣକର୍ତ୍ତା। ସୃଷ୍ଟିର ପରିକଳ୍ପନା ସମୟରେ ସ୍ୱୟଂ…
Read More...
Read More...