ଜିଲ୍ଲାରେ ସମବାୟ ସମିତି ସପ୍ତାହ ପାଳିତ ।

ମାଲକାନଗିରି, ୧୪/୧୧(ପିପିଟି): ସମବାୟ ସମିତି ସମୂହ ମାଲକାନଗିରି ମଣ୍ଡଳ ପକ୍ଷରୁ ନଭେମ୍ବର ୧୪ ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାରେ ୭୦ ତମ ସମବାୟ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମବାୟ…
Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୋଲସରା ଆଞ୍ଚଳିକ କମିଟି ବୈଠକ ଅନୁଷ୍ଠିତ।

ପୋଲସରା ୧୪/୧୧(ପିପିଟି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପୋଲସରା ଆଞ୍ଚଳିକ କମିଟି ର ବୈଠକ ଆଜି ପାଟିଗଡ ରୋଡ଼ ରେ ଥିବା ଯୋଗାସନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଆଞ୍ଚଳିକ ସମ୍ପାଦକ…
Read More...

ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ବୈଠକ ରେ ଯୋଗ ଦେଲେ ଆଇନଜୀବୀ ମନୋଜ କୁମାର ରଥ ।

ପୋଲସରା ,୧୪/୧୧(ପିପିଟି):ପୋଲସରା ବ୍ଲକ ଅନ୍ତଃଗତ ବୁଡେଇସୁଣୀ ଗ୍ରାମ ପଞ୍ଚାୟତ ଗୋଠଳୀ ଗ୍ରାମ ନିକଟସ୍ଥ ବାବା ଉଗ୍ରେଶ୍ୱର ମନ୍ଦିର ପ୍ରାଗଣଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକ ରେ ବାବା…
Read More...

କୁଂଜବନ ମଠରେ ନିରାଡମ୍ବର ସହ ପାଳନ ହୋଇଛି ଗିରି ଗୋବର୍ଦ୍ଧନ ପୂଜା।

ବୋଲଗଡ଼,୧୪/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ଦଳ ଗ୍ରାମପଞ୍ଚାୟତ ର ହନୁମନ୍ତ ପ୍ରସାଦ ମୌଜାର ଅବସ୍ଥିତ କୁଂଜବନ ମଠରେ ସଂସାର ମଙ୍ଗଳ ପାଇଁ ନାମ ସଂକୀର୍ତ୍ତନ ବିଧିବିଧାନ ଅନୁସାରେ ଗିରି…
Read More...

ବରିଷ୍ଠ ବିଜେଡ଼ି ନେତ୍ରୀ ବିନୋଦିନୀ ଭୂୟାଁ ଙ୍କ ପରଲୋକ ।

ଭଞ୍ଜନଗର, ୧୩/୧୧(ପିପିଟି): ଭଞ୍ଜନଗର ବ୍ଳକ ଢଡ଼ିହପଢାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିନୋଦିନୀ ଭୂୟାଁଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଦିବଙ୍ଗତ ବିଶ୍ବନାଥ ଭୂୟାଁଙ୍କ ପତ୍ନୀ…
Read More...

ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇ ଲିପି ଭାବେ ଘୋଷଣା ।

ବାଲିଗୁଡା, ୧୩/୧୧(ପିପିଟି): ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା , ସାହିତ୍ୟ , ଲିପି , ସଂସ୍କୃତି ଓ…
Read More...

****ବାଣ****

ନିଆଁ ଲଗାଇଲେ ଘଟେ ବିସ୍ଫୋରଣ ବାହାରେ ପ୍ରବଳ ଧୂଆଁ.... ରଙ୍ଗ ବେରଙ୍ଗର ବଜାରେ ପ୍ରାପ୍ତ ବାଣ ବୋଲି ତା'ର ନାଁ....!! ଦୀପାବଳି ସନ୍ଧ୍ୟା ପ୍ରବେଶ ହୁଅନ୍ତେ ବାଣ ଫୁଟା ଶୁଭେ ଗର୍ଜନ... ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ…
Read More...

ବେଲଗୁଣ୍ଠାସ୍ଥିତ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ଚଣ୍ଡି ପାଠ ।

ବେଲଗୁଣ୍ଠା,୧୩/୧୧(ପିପିଟି):ସ୍ଥାନୀୟ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ପଣ୍ଡିତ ପ୍ରମୋଦ ପାଟଯୋଶୀଙ୍କ ପୌରୋହିତ୍ୟରେ ଚଣ୍ଡି ପାଠ ସହ ପଣ୍ଡିତ ରାଧାକାନ୍ତ ପତି, ଦିଗାମ୍ବର ଷଢଙ୍ଗୀ ଓ ପଞ୍ଚାନନ ଶତପଥୀ…
Read More...

କାର୍ତ୍ତିକ ସୋମବାରରେ ମହାଦେବଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ।

କୋଦଳା,୧୩/୧୧(ପିପିଟି):ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ କୋଦଳା ସ୍ଥିତ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ଦର୍ଶନ ଲାଗି ମନ୍ଦିର ପ୍ରଶାସନ ସହ କୋଦଳା ପୋଲିସ ଓ ନୋଡାଲ…
Read More...

ପୋଲସରା:ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର ।

ପୋଲସରା ,୧୩/୧୧(ପିପିଟି):ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତି ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ୱାବଧାନରେ…
Read More...