ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ରେ ପ୍ରଦୀପ ହେଲେ ବିଧାୟକ ପ୍ରାର୍ଥୀ ।
ସୁବର୍ଣ୍ଣପୁର ,୧୫/୦୪(ପିପିଟି): କଂଗ୍ରେସ ର ପ୍ରାର୍ଥୀ ତାଲିକା ରେ ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୁବନେତା ପ୍ରିୟବ୍ରତ ସାହୁ ଓ ବୀରମହାରାଜପୁର ପାଇଁ ପ୍ରଦୀପ ସେଠୀଙ୍କ ନାମ ଘୋଷଣା ହୋଇଛି। ଉଭୟେ ଏକ ଯୁବ ସଂଗଠକ ଭାବରେ…
Read More...
Read More...